Police Attack:ପାଟ୍ରୋଲିଂ ସମୟରେ କନଷ୍ଟେବଳଙ୍କୁ କାର ଚଢାଇ ଜୀବନରୁ ମାରି ଦେବାକୁ ଉଦ୍ୟମ;୨ କୁଖ୍ୟାତ ଡ୍ରଗ୍ ମାଫିଆ…
ଜଗତସିଂହପୁର: ଡ୍ରଗ୍ସ ମାଫିଆ ପୋଲିସ ଉପରକୁ ଗାଡ଼ି ଚଢ଼ାଇଦେଲେ । ଗାଡ଼ି ଖାନତଲାସ ବେଳେ କାର୍ ଚଢାଇ ଜୀବନରୁ ମାରି ଦେବାକୁ ଉଦ୍ୟମ କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ପାଟ୍ରୋଲିଂ ସମୟରେ ଡ୍ରଗ୍ସ ମାଫିଆ ଜଗତସିଂହପୁର ସଦର ପୋଲିସ ଉପରକୁ ଗାଡ଼ି ଚଢ଼ାଇ ଦେଇଛନ୍ତି । ପୋଲିସ କନେଷ୍ଟବଳ…