ଏସିଆନ ଗେମ୍ସରେ ଭାରତୀୟ ଆଥଲେଟଙ୍କ ଶ୍ରେଷ୍ଠ ପ୍ରଦର୍ଶନ
ନୂଆଦିଲ୍ଲୀ: ଏସିଆନ୍ ଗେମ୍ସର ୨୦ତମ ସଂସ୍କରଣ (ଏସିଆନ୍ ଗେମ୍ସ ୨୦୨୬) ଜାପାନର ଆଇଚି-ନାଗୋୟାଠାରେ ୧୯ ସେପ୍ଟେମ୍ବରରୁ ୪ ଅକ୍ଟୋବର ୨୦୨୬ ପର୍ୟ୍ୟନ୍ତ ଖେଳାଯିବ । ଭାରତ ଏକ ଶକ୍ତିଶାଳୀ ଟିମ ସହ ଏଥିରେ ଅଂଶଗ୍ରହଣ କରିବାକୁ ଯାଉଛି । ଆସନ୍ତୁ ନଜର ପକାଇବା ଏସିଆନ ଗେମ୍ସରେ ଶ୍ରେଷ୍ଠ ପ୍ରଦର୍ଶନ…