ଐତିହାସିକ ୬୦୦ତମ ଟେଷ୍ଟରେ ଭାରତର ବୃହତ ବିଜୟ
ଗାଲେ: ଗାଲେ ଟେଷ୍ଟରେ ଶ୍ରୀଲଙ୍କାକୁ ୧୬୫ ରନର ବୃହତ ବ୍ୟବଧାନରେ ପରାସ୍ତ କରି ଭାରତ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି । ଭାରତୀୟ ଦଳର ଏହା ୬୦୦ତମ ଐତିହାସିକ ଟେଷ୍ଟ ମ୍ୟାଚ୍ ଥିଲା । ୩୭୨ ରନର ପିଛା କରୁଥିବା ଶ୍ରୀଲଙ୍କା ଦଳ ଦ୍ୱିତୀୟ ଇନିଂସରେ ମାତ୍ର ୨୦୬…