ନନ୍ଦନକାନନକୁ ଆସିଲେ ୫୮ ନୂଆ ଅତିଥି
ଭୁବନେଶ୍ୱର: ପଶୁପ୍ରେମୀଙ୍କ ପାଇଁ ଭଲ ଖବର। ଭୁବନେଶ୍ୱର ସ୍ଥିତ ନନ୍ଦନକାନନ ପ୍ରାଣୀଉଦ୍ୟାନରେ ୧୪ଟି ବିରଳ ତଥା ବିଦେଶୀ ପ୍ରଜାତିର ୫୮ଟି ନୂଆ ପ୍ରାଣୀଙ୍କୁ ସାମିଲ କରାଯାଇଛି।
ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ଗୁଜୁରାଟର 'ରାଧାକୃଷ୍ଣ ମନ୍ଦିର ହାତୀ କଲ୍ୟାଣ ଟ୍ରଷ୍ଟ'…