Latest Odisha News

BREAKING NEWS

Yearly Archives

2026

ଗଣେଶ ଚତୁର୍ଥୀରେ ହୋଇପାରେ ଭାରତ-ଆଫଗାନିସ୍ତାନ ଟି୨୦ ମ୍ୟାଚ

ନୂଆଦିଲ୍ଲୀ: ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଆଗାମୀ ଟି୨୦ ସିରିଜ କାର୍ଯ୍ୟସୂଚୀରେ ପରିବର୍ତ୍ତନ ହୋଇପାରେ । ଆଫଗାନିସ୍ତାନ କ୍ରିକେଟ୍ ବୋର୍ଡ  ସେପ୍ଟେମ୍ବର ୧୪ ତାରିଖରେ ପଡ଼ୁଥିବା ଗଣେଶ ଚତୁର୍ଥୀ ଦିନ ଗୋଟିଏ ମ୍ୟାଚ୍ ଆୟୋଜନ କରିବା ପାଇଁ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ…

Auto Sector: ଅଟୋ ସେକ୍ଟରରେ ନୂଆ ରେକର୍ଡ ସ୍ଥାପନ; ଜୁଲାଇରେ ଯାତ୍ରୀବାହୀ ଗାଡ଼ି ବିକ୍ରି ୩୪.୩% ବୃଦ୍ଧି

ନୂଆଦିଲ୍ଲୀ: ଚଳିତ ବର୍ଷ ଜୁଲାଇ ମାସରେ ଭାରତୀୟ ଅଟୋମୋବାଇଲ୍ ଶିଳ୍ପ ସର୍ବୋତ୍ତମ ପ୍ରଦର୍ଶନ କରିଛି। ଶିଳ୍ପ ସଂସ୍ଥା 'ସୋସାଇଟି ଅଫ୍ ଇଣ୍ଡିଆନ୍ ଅଟୋମୋବାଇଲ୍ ମାନୁଫାକ୍ଚରର୍ସ' (SIAM) ଦ୍ୱାରା ପ୍ରକାଶିତ ସର୍ବଶେଷ ତଥ୍ୟ ଅନୁଯାୟୀ, ଯାତ୍ରୀବାହୀ ଗାଡ଼ି (କାର୍), ଦୁଇ-ଚକିଆ ଏବଂ ତିନି-ଚକିଆ…

ଆରମ୍ଭ ହେବ ପାଇଲଟ୍ ଭିତ୍ତିରେ ବସ୍ ପ୍ରାଥମିକତା ଲେନ୍, ଭୁବନେଶ୍ଵରର ୨ଟି ମୁଖ୍ୟ ସଡ଼କ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀରେ ଆରମ୍ଭ ହେବାକୁ ଯାଉଛି ପାଇଲଟ୍ ଭିତ୍ତିରେ ବସ୍ ପ୍ରାଥମିକତା ଲେନ୍। ସହରାଞ୍ଚଳ ଯାତାୟାତ ବ୍ୟବସ୍ଥାକୁ ଅଧିକ ସୁଦୃଢ଼, ଦକ୍ଷ ଓ ଯାତ୍ରୀ ଅନୁକୂଳ କରିବା ସହ ଜନପରିବହନ ବ୍ୟବସ୍ଥାରେ ଉନ୍ନତି ଆଣିବା ଦିଗରେ ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ…

ସୁରକ୍ଷା ସହ କୌଣସି ସାଲିସ ନୁହେଁ: ସମସ୍ତ ଏୟାର ଇଣ୍ଡିଆ ପାଇଲଟଙ୍କ ଡ୍ରଗ୍ସ ଟେଷ୍ଟ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଆଜିଠାରୁ ସମସ୍ତ ଏୟାର ଇଣ୍ଡିଆ ପାଇଲଟଙ୍କର ହେବ ଡୋପ୍‌ ଟେଷ୍ଟ। ଫୁକେଟ-ଦିଲ୍ଲୀ ବିମାନ ପାଇଲଟ ଡୋପ ଟେଷ୍ଟରେ ବିଫଳ ହେବାରୁ ଏୟାର ଇଣ୍ଡିଆ ଏପରି ନିଷ୍ପତ୍ତି ନେଇଛି। ଏୟାର ଇଣ୍ଡିଆର ଗୁରୁଗ୍ରାମ ଏକାଡେମୀରେ ହେବ ଡ୍ରଗ୍ସ ଟେଷ୍ଟ କିମ୍ବା ଉଡ଼ାଣ ଶେଷ ପରେ ସମ୍ପୃକ୍ତ ବିମାନବନ୍ଦରରେ…

ଚିଲିକା ହ୍ରଦ ନାବାଳକ ହତ୍ୟା ଘଟଣା: ଏକାଥରେ ୧୮ଜଣଙ୍କୁ ଗିରଫ କଲା ପୋଲିସ

ପୁରୀ: ଚିଲିକା ହ୍ରଦ ଭିତରେ ନାବାଳକ ହତ୍ୟା ଘଟଣାରେ ୧୮ ଗିରଫ। ସମସ୍ତ ଅଟକ ଅଭିଯୁକ୍ତ ବାଲୁଗାଁ ଥାନା ଚନ୍ଦ୍ରପୁଟ ଗାଁର। ମାତ୍ର ୪୮ ଘଣ୍ଟା ଭିତରେ ଅଭିଯୁକ୍ତଙ୍କୁ କାବୁ କଲା ପୋଲିସ। ପ୍ରେସ୍‌ମିଟ୍‌ କରି ସୂଚନା ଦେଲେ ପୁରୀ ଏସ୍‌ପି ପ୍ରତୀକ ସିଂ। କୃଷ୍ଣପ୍ରସାଦ ବ୍ଲକ ଚିଲିକାରେ ଗତ ଅଗଷ୍ଟ…

ଗାଲେ ଟେଷ୍ଟ: ଶ୍ରୀଲଙ୍କା ବିପକ୍ଷରେ ୩ ଜଣ ବାମହାତୀ ସ୍ପିନରଙ୍କୁ ଓହ୍ଲାଇପାରେ ଟିମ୍ ଇଣ୍ଡିଆ

ଗାଲେ: ବୋଲିଂ କୋଚ୍ ମୋର୍ନେ ମୋର୍କେଲ ଶ୍ରୀଲଙ୍କା ବିପକ୍ଷରେ ଆରମ୍ଭ ହେବାକୁ ଥିବା ପ୍ରଥମ ଟେଷ୍ଟ ମ୍ୟାଚ୍ ପୂର୍ବରୁ ଭାରତୀୟ ରଣନୀତିକୁ ନେଇ ବଡ଼ ସୂଚନା ଦେଇଛନ୍ତି ।  ସ୍ପିନ୍-ଅନୁକୂଳ ପିଚରେ ଭାରତୀୟ ଦଳ ୩ ଜଣ ବାମହାତୀ ସ୍ପିନରଙ୍କୁ ନେଇ ମୈଦାନକୁ ଓହ୍ଲାଇପାରେ । କୁଲଦୀପ ଯାଦବ, ରବୀନ୍ଦ୍ର…

ଜାଣନ୍ତୁ ଶ୍ରୀମନ୍ଦିର ପତିତପାବନ ବାନାର ମାହାତ୍ମ୍ୟ

ପୁରୀ: ଶ୍ରୀମନ୍ଦିରରେ ନୀଳଚକ୍ର ଉପରେ ପ୍ରତିଦିନ ଉଡେ ପତିତପାବନ ବାନା । ହେଲେ ପ୍ରଭୁଙ୍କ ଏହି ବାନା ପ୍ରତିଦିନ ବାନ୍ଧିବାର ବିଧି ରହିଛି । ଭକ୍ତମାନେ ମାନସିକ କରି ମହାପ୍ରଭୁଙ୍କ ଶ୍ରୀମନ୍ଦିର ଉପରେ ବାନା ଉଡେଇ ଥାନ୍ତି । କୋଟିଏ ଟଙ୍କା ଦାନ କରି ଜଗନ୍ନାଥଙ୍କ ମଥାରେ ହୀରା ଚଢାଇଲେ ଯେଉଁ…

ବିଡ଼ିଓର ପରିଚୟ ଦେଇ ପ୍ରିନ୍ସିପାଲଙ୍କୁ ଠକିଲେ; ସୋଲାର ପ୍ରୋଜେକ୍ଟ ବସାଇବାର ସ୍ବପ୍ନ ଦେଖାଇ ଲୁଟିନେଲେ…

ଉଦଳା:କଲେଜରେ ସୋଲାର ପ୍ରୋଜେକ୍ଟ ବସାଇବାର ସ୍ବପ୍ନ ଦେଖାଇ ପ୍ରିନ୍ସିପାଲଙ୍କ ନିକଟରୁ ଟଙ୍କା ଲୁଟିନେଲେ ସାଇବର ଲୁଟେରା । ଏଭଳି ଘଟଣା ଘଟିଛି ଖୁଣ୍ଟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରିନ୍ସିପାଲ ନନ୍ଦ କିଶୋର ପଟ୍ଟନାୟକଙ୍କ ସହ । ତାଙ୍କୁ ଫୋନ କରିଥିବା ବ୍ୟକ୍ତି ନିଜକୁ ବିଡ଼ିଓର ପରିଚୟ ଦେଇ…

କୃଷି ଅଧିକାରୀଙ୍କ ଉପରେ ରାଗିଲେ ଉପମୁଖ୍ୟମନ୍ତ୍ରୀ: ବିଦେଶ ବୁଲି କଣ ଶିଖିଲେ, ୭ ଦିନ ମଧ୍ୟରେ ରିପୋର୍ଟ ଦେବାକୁ…

ଭୁବନେଶ୍ୱର: ଉଦ୍ୟାନକୃଷି ଅଧିକାରୀଙ୍କୁ କଡା ତାଗିଦ୍। ବାହାର ରାଜ୍ୟ ଗସ୍ତ କଲେ। ହେଲେ ସେଠାରୁ ଫେରି ସରକାରଙ୍କୁ ଦେଲେ ନାହିଁ ରିପୋର୍ଟ। କୃଷି ଅଧିକାରୀଙ୍କ ବାହାର ରାଜ୍ୟ ଓ ବିଦେଶ ଗସ୍ତକୁ ନେଇ ତାଗିଦ୍‌ କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ଅଧିକାରୀଙ୍କ ଉପରେ ବର୍ଷିଲେ ଏବଂ…

ମିଚେଲ ଷ୍ଟାର୍କଙ୍କ ରେକର୍ଡ: ଅଷ୍ଟ୍ରେଲିଆର ପ୍ରଥମ ଇନିଂସ୍ ୧୯୮ ରନ୍‌ରେ ସିମିତ

ଡାର୍ବିନ: ଅଷ୍ଟ୍ରେଲିଆ ଏବଂ ବାଂଲାଦେଶ ମଧ୍ୟରେ ଡାର୍ବିନ୍‌ର ମାରାରା ଓଭାଲ୍‌ରେ ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନ ବାଂଲାଦେଶ ନାମରେ ରହିଛି । ଏହି ମ୍ୟାଚର ପ୍ରଥମ ଦିବସରେ ବାଂଲାଦେଶ ଦୃଢ଼ ସ୍ଥିତିରେ ରହିଛି । ତେବେ ଅଷ୍ଟ୍ରେଲିଆର ମିଚେଲ ଷ୍ଟାର୍କ ଏକ ବିଶ୍ୱରେକର୍ଡ ନିଜ…