Latest Odisha News

BREAKING NEWS

Yearly Archives

2026

୧୮ ବର୍ଷ ପରେ ଧୋନୀଙ୍କ କ୍ଷେତ୍ରରେ ଘଟିଲା ଏହି ଘଟଣା

ନୂଆଦିଲ୍ଲୀ: ଆଇପିଏଲ ୨୦୨୬ରେ ଚେନ୍ନାଇ ସୁପର କିଙ୍ଗସ ତାର ଶେଷ ଲିଗ ମ୍ୟାଚ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଖେଳିଛି । ଏହି ମ୍ୟାଚରେ ମଧ୍ୟ ଦଳର ଷ୍ଟାର ଖେଳାଳି ଏମଏସ ଧୋନୀ ଚୂଡାନ୍ତ ଦଳରେ ସ୍ଥାନ ପାଇ ନାହାନ୍ତି । ୧୮ ବର୍ଷ ଆଇପିଏଲ କ୍ୟାରିୟରରେ ପ୍ରଥମ ଥର ପାଇଁ ଧୋନୀ ଆଇପିଏଲର ଗୋଟିଏ ସିଜନରେ…

Kalabaisakhi Storm:କାଳବୈଶାଖୀ ତାଣ୍ଡବ; ୩ ମୃତ,ଜଣେ ଗୁରୁତର;ମୃତ ପରିବାରଙ୍କୁ ୪ ଲକ୍ଷ ଲେଖାଏଁ ସହାୟତା ନିର୍ଦ୍ଦେଶ

କେନ୍ଦୁଝର:ତାଣ୍ଡବ ରଚିଲା କାଳବୈଶାଖୀ। ତିନି ଜଣଙ୍କ ମୃତ୍ୟୁ । କେନ୍ଦୁଝର ଟାଉନ୍ ଥାନା ଅନ୍ତର୍ଗତ ନରଣପୁରରେ ଅଭାବନୀୟ ଘଟଣା । କାଳବୈଶାଖୀର ପ୍ରବଳ ବର୍ଷା ପବନରେ ଟେଣ୍ଟ ଭୁଶୁଡ଼ିବାରୁ ଚାପି ହୋଇ ୩ଜଣଙ୍କ ମୃତ୍ୟୁ ହୋଇଛି । ଘରର ଛାତ ଉପରେ ଟେଣ୍ଟ ମାରି ଶୋଇଥିବା ବେଳେ ଭୁଶୁଡ଼ିପଡିଥିଲା ।…

Melanistic Tiger Skin Seized: ଶିମିଳିପାଳରେ ପୁଣି କଳା ବାଘ ଶିକାର; ଛାଲ ବିକ୍ରି ସମୟରେ ୩ ଗିରଫ

ବାରିପଦା:ଏକ କଳାବାଘକୁ ଶିକାର କରାଯାଇଥିବା ଘଟଣା ସାମ୍ନାକୁ ଆସିଛି । ଶିମିଳିପାଳ ଖୁଣ୍ଟା ଥାନା ବାସିପିଠା ଅଞ୍ଚଳରେ ବାଘ ଛାଲ ବିକ୍ରି ଉଦ୍ୟମ ବେଳେ ବିଶ୍ବସ୍ତ ସୂତ୍ରରରୁ ଖବର ପାଇ ବନ ବିଭାଗ ଚଢାଉ କରିଥିଲା । ଘଟଣାସ୍ଥଳରୁ ମେଲାନିଷ୍ଟିକ ପ୍ରଜାତିର ବାଘ ଛାଲ ଜବତ ସହ ୩ ଅଭିଯୁକ୍ତ ଗିରଫ…

ଡିସକସ ଥ୍ରୋୟର ବନବୀର ସିଂଙ୍କୁ ୭ ,ଡିଷ୍ଟାନ୍ସ ରନର ହରେନ୍ଦ୍ର କୁମାର ୪ ବର୍ଷ ପାଇଁ ବାସନ୍ଦ

ନୂଆଦିଲ୍ଲୀ: ନ୍ୟାଶନାଲ ଆଂଟି ଡୋପିଂ ଏଜେନ୍ସି(ନାଡା) ଓ ଏଡିଏପି ଡୋପିଂ ନିୟମ ଉଲ୍ଲଂଘନ କରିବା ନେଇ ୨ ଜଣ ଭାରତୀୟ ଆଥଲେଟଙ୍କୁ ଦଣ୍ଡିତ କରିଛନ୍ତି । ଡିସକସ ଥ୍ରୋୟର ବନବୀର ସିଂଙ୍କୁ ୭ ବର୍ଷ ଏବଂ ଡିଷ୍ଟାନ୍ସ ରନର ହରେନ୍ଦ୍ର କୁମାରଙ୍କୁ ୪ ବର୍ଷ ପାଇଁ ବାସନ୍ଦ କରିଛି । ଗତ ବର୍ଷ ନାଡା…

Sourav Ganguly’s Biopic:ଗାଙ୍ଗୁଲିଙ୍କ ବାୟୋପିକରେ ବଙ୍ଗାଳୀ ସୁପରଷ୍ଟାରଙ୍କ ଏଣ୍ଟ୍ରି !

ମୁମ୍ବାଇ: ବଲିଉଡରେ ଏବେ କ୍ରିକେଟରଙ୍କ ବାୟୋପିକ୍ ତିଆରି ହେବାର ଏକ ବଡ଼ ଟ୍ରେଣ୍ଡ ଚାଲିଛି। ‘ଏମଏସ ଧୋନି’ ଏବଂ ‘୮୩’ ର ସଫଳତା ପରେ, ଏବେ ଭାରତୀୟ କ୍ରିକେଟ୍ ଦଳର ସବୁଠାରୁ ସଫଳ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ଜୀବନୀ ପରଦାକୁ ଆସିବାକୁ ଯାଉଛି। ଫିଲ୍ମର ନାମ ରଖାଯାଇଛି ‘ଦାଦା- ଦ…

ଦିଲ୍ଲୀ ଓ ମୁମ୍ବାଇରେ ATF ଉପରୁ ଟିକସ ହ୍ରାସ, ବିମାନ ଟିକେଟ ଉପରେ ପଡ଼ିବ କି ପ୍ରଭାବ

ନୂଆଦିଲ୍ଲୀ: ଦେଶର ଦୁଇଟି ବୃହତ୍ତମ ବିମାନ କେନ୍ଦ୍ର ଦିଲ୍ଲୀ ଏବଂ ମୁମ୍ବାଇରେ ବିମାନ ଟର୍ବାଇନ୍ ଇନ୍ଧନ (ATF) ଉପରେ ଟିକସ ହ୍ରାସ କରାଯାଇଛି। ଦିଲ୍ଲୀ ସରକାର ଛଅ ମାସ ପାଇଁ ATF ଉପରେ VAT ୨୫ ପ୍ରତିଶତରୁ ୭ ପ୍ରତିଶତକୁ ହ୍ରାସ କରିଛନ୍ତି। ଯେତେବେଳେ କି ମହାରାଷ୍ଟ୍ର ସରକାର ମୁମ୍ବାଇରେ…

ଟ୍ରେନ ସିଟ୍ ଅଧିକାଂଶ ନୀଳ ରଙ୍ଗର କାହିଁକି? ଏହା ପଛରେ ଥିବା ରୋଚକ କାରଣ ଜାଣନ୍ତୁ..

ନୂଆଦିଲ୍ଲୀ: ଭାରତୀୟ ରେଳପଥକୁ ବିଶ୍ୱର ସବୁଠାରୁ ବଡ଼ ରେଳ ନେଟୱାର୍କ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ, ଯାହା ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀଙ୍କୁ ପରିବହନ କରେ । ଦୀର୍ଘ ଯାତ୍ରା ସମୟରେ, ଲୋକମାନେ ଟ୍ରେନ୍ ସିଟ୍ ଉପରେ ଘଣ୍ଟା ଘଣ୍ଟା ବସି ବିତାଇଥାନ୍ତି । ଯଦି ଆପଣ କେବେ ଟ୍ରେନ୍…

୨୦୨୭ ମାର୍ଚ୍ଚ ଶେଷ ସୁଦ୍ଧା ସବୁ ଗାଁକୁ ପାଇପ୍ ଜଳ ଯୋଗାଇଦିଆଯିବ: ମନ୍ତ୍ରୀ

ଭୁବନେଶ୍ବର: ୨୦୨୭ ମାର୍ଚ୍ଚ ଶେଷ ସୁଦ୍ଧା ରାଜ୍ୟର ସବୁ ଗାଁଗୁଡିକୁ ପାଇପ୍ ଜଳ ଯୋଗାଇ ଦିଆଯିବ । ବର୍ତ୍ତମାନ ସୁଦ୍ଧା ମୋଟ ୨୦୭ଟି ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ମଧ୍ୟରୁ ୩୩ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି । ବର୍ତ୍ତମାନ ୨୪୦୨ଟି ଗାଁକୁ ପାନୀୟ ଜଳ ଯୋଗାଇ ଦିଆଯାଉଛି । ଜୁନ୍ ଶେଷ ସୁଦ୍ଧା…

LPG Subsidy DBT: କ’ଣ ଆପଣଙ୍କ ଖାତାକୁ ବି ଆସୁନି ଗ୍ୟାସ ସବସିଡି ଟଙ୍କା? ଆଜି ହିଁ ଏମିତି କରନ୍ତୁ… କିଛି ମିନିଟରେ…

ନୂଆଦିଲ୍ଲୀ: ଆଜି ଦେଶର ଘରେ ଘରେ ସମସ୍ତେ ଏଲପିଜି ଗ୍ୟାସ ସିଲିଣ୍ଡର ଉପରେ ନିର୍ଭରଶୀଳ ହୋଇଥିବା ବେଳେ ସବସିଡିରୁ ଉପକୃତ ହୁଅନ୍ତି। ତଥାପି, ଅନେକ ଲୋକ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ସବସିଡି ଜମା ହୋଇଛି କି ନାହିଁ ତାହା ଜାଣି ପାରନ୍ତି ନାହିଁ। ଏହା ଲୋକଙ୍କୁ ଗ୍ୟାସ ଏଜେନ୍ସିକୁ ଘରୁ…

Maoists Surrender: ଏହି ରାଜ୍ୟରେ ପ୍ରଥମ ଥର ପାଇଁ ଏକକାଳୀନ ୨୫ରୁ ଅଧିକ ନକ୍ସଲଙ୍କ ଆତ୍ମସମର୍ପଣ;ମୁଣ୍ଡରେ ଥିଲା ୩୩…

ରାଞ୍ଚି: ଝାଡ଼ଖଣ୍ଡ ଏକ ସ୍ୱତନ୍ତ୍ର ରାଜ୍ୟ ହେବା ପରେ ପ୍ରଥମ ଥର ପାଇଁ ୨୫ ରୁ ଅଧିକ ନକ୍ସଲ ଏକକାଳୀନ ସେମାନଙ୍କର ଅସ୍ତ୍ରଶସ୍ତ୍ର ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ନକ୍ସଲମାନେ ପୋଲିସକୁ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୁଳି ମଧ୍ୟ ହସ୍ତାନ୍ତର କରିଛନ୍ତି। ଆତ୍ମସମର୍ପଣ…