Arms Trafficking:ବିହାରରୁ ବନ୍ଧୁକ ଆଣି ରାଜଧାନୀରେ ବିକ୍ରି ପାଇଁ ଚାଲିଥିଲା ଯୋଜନା;ବନ୍ଧା ହେଲା ବେପାରୀ
ଭୁବନେଶ୍ବର:ରାଜଧାନୀରେ ବନ୍ଧୁକ କାରବାର । ଭୁବନେଶ୍ୱରରୁ ଜବତ ହୋଇଛି ୬ଟି ବନ୍ଧୁକ । ବିହାରରୁ ଅଣାଯାଇଥିଲା ବନ୍ଧୁକ। ଭୁବନେଶ୍ବରରେ ବିକ୍ରି ପାଇଁ ଡିଲ୍ ଚାଲିଥିବା ବେଳେ ମାଡ଼ି ବସିଲା କମିଶନରେଟ୍ ପୁଲିସର ସ୍ପେଶାଲ ୟୁନିଟ୍ ।
ଏହି ଘଟଣାରେ ଜଣେ ବନ୍ଧୁକ ବେପାରୀ ଗିରଫ ହୋଇଛି । ଜବତ ହୋଇଛି…