Dog Viral Video Bijnor: ନଖାଇ ନପିଇ ଭଗବାନଙ୍କ ପରିକ୍ରମା କରୁଛି କୁକୁର, ପୂଜିଲେ ଲୋକେ…ଭାଇରାଲ ହେଉଛି…
ବିଜନୌର: ଉତ୍ତରପ୍ରଦେଶର ଏକ ମନ୍ଦିରରେ ଏକ କୁକୁର ଏବେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି। କୁକୁରଟି କିଛି ଦିନ ଧରି ବିନା ଖାଦ୍ୟପେୟରେ ଭଗବାନ ହନୁମାନ ଏବଂ ଦେବୀ ଦୁର୍ଗାଙ୍କ ପ୍ରତିମୂର୍ତ୍ତି ପରିକ୍ରମା କରୁଛି। ଡାକ୍ତରମାନେ ଏହାକୁ ମସ୍ତିଷ୍କ ଆଘାତ ବୋଲି କହୁଛନ୍ତି। ଏହି ସମୟରେ, ଭକ୍ତମାନେ…