Latest Odisha News

BREAKING NEWS

Yearly Archives

2026

ପାର୍ବଣ ପୂର୍ବରୁ ଲୋକଙ୍କ ଉପରେ ବୋଝ: ଅକ୍ଟୋବର ପହିଲାରୁ ଲାଗୁ ହେବ କ୍ଷୀରର ନୂଆ ଦର

ଇନ୍ଦୋର: ପାର୍ବଣ ଋତୁ ଆରମ୍ଭ ହେବା ପୂର୍ବରୁ ସାଧାରଣ ଜନତାଙ୍କୁ ମହଙ୍ଗା ମାଡ଼ର ଆଉ ଏକ ବଡ଼ ଝଟକା ଲାଗିଛି । ମଧ୍ୟପ୍ରଦେଶର ବାଣିଜ୍ୟିକ ରାଜଧାନୀ ଭାବେ ପରିଚିତ ଇନ୍ଦୋର ସହରରେ ଏବେ ଖାଉଟିଙ୍କୁ କ୍ଷୀର କିଣିବା ପାଇଁ ଅଧିକ ଟଙ୍କା ଗଣିବାକୁ ପଡ଼ିବ । ଆସନ୍ତା ଅକ୍ଟୋବର ୧ ତାରିଖରୁ ଇନ୍ଦୋରରେ…

ବିମାନ ଦୁର୍ଘଟଣାକୁ ରୋକିଲେ ଭାରତୀୟ ପାଇଲଟ୍: ୧୮୦ ଯାତ୍ରୀଙ୍କ ଜୀବନ ବଞ୍ଚାଇଲେ କ୍ୟାପଟେନ୍ ସ୍ମିତ୍ ମଚ୍ଛାର

ନୂଆଦିଲ୍ଲୀ: ଆକାଶ ମାର୍ଗରେ ହଜାର ହଜାର ଫୁଟ୍ ଉପରେ ଏକ ଅଭାବନୀୟ ତଥା ରୋମାଞ୍ଚକର ଘଟଣା ସାମ୍ନାକୁ ଆସିଛି । କୌଣସି ଯାନ୍ତ୍ରିକ ତ୍ରୁଟି ନୁହେଁ, ବରଂ ନିଜେ କୋ-ପାଇଲଟ୍ ଇଚ୍ଛାକୃତ ଭାବେ ବିମାନକୁ ଦୁର୍ଘଟଣାଗ୍ରସ୍ତ କରିବାକୁ ଉଦ୍ୟମ କରିଥିଲେ । ତେବେ ଜଣେ ବୀର ଭାରତୀୟ କ୍ୟାପଟେନ୍ ନିଜ…

Serious allegations against SCB Medical:ମେଡିକାଲ ବିରୋଧରେ ସାଂଘାତିକ ଅଭିଯୋଗ;ମାନସିକ ରୋଗୀଙ୍କୁ ପିଟିପିଟି…

କଟକ:ମାନସିକ ରୋଗୀଙ୍କୁ ପିଟିପିଟି ମାରିଦେଇଥିବା ହତ୍ୟା ଅଭିଯୋଗ । SCB ମେଡିକାଲର ମାନସିକ ରୋଗ ବିଭାଗରେ ଏଭଳି ଘଟଣା ଘଟିଥିବା ଅଭିଯୋଗ ହୋଇଛି । ଜଣେ ମାନସିକ ରୋଗୀଙ୍କୁ ହସ୍ପିଟାଲରେ ପିଟି ପିଟି ମାରି ଦିଆଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ମୃତକ ଜଣଙ୍କ ହେଲେ ଯାଜପୁର ଅଞ୍ଚଳର…

Mangaluru Blast at MRPL: ରିଫାଇନାରୀ ଅଘଟଣରେ ଜଣେ ମୃତ, ୯ ଆହତ

କର୍ଣ୍ଣାଟକ: ବୁଧବାର ମଧ୍ୟାହ୍ନରେ କର୍ଣ୍ଣାଟକ ମାଙ୍ଗାଲୋରରେ ଅଘଟଣ । ଜାକଟ୍ଟେ ନିକଟସ୍ଥ ମାଙ୍ଗାଲୋର ରିଫାଇନାରୀ ଆଣ୍ଡ ପେଟ୍ରୋକେମିକାଲ୍ସ ଲିମିଟେଡରେ ଭୟାବହ ବିସ୍ଫୋରଣ ରେ ଅଗ୍ନିକାଣ୍ଡ ଘଟିଛିା ଫଳରେ ଜଣେ ବ୍ୟକ୍ତିଙ୍କର ମୃତୁ୍ୟ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଥିବା ସହ ଆଉ ୮ଜଣ…

Jail or Hotel ? ଜନ ଆସନ୍ତୋଷ ପରେ ବୁଲିଲା ବୁଲଡୋଜର

ଇଣ୍ଡୋନେସିଆ: ଜେଲରେ ବିଳାସପୂର୍ଣ୍ଣ ରୁମ୍, ତେଜିଲା ଜନ ଆସନ୍ତୋଷ, ବୁଲିଲା ବୁଲଡୋଜର । ମାଟିରେ ମିଶିଲା ବିଳାସପୂର୍ଣ୍ଣ କୋଠା । କୋଠା କହିଲେ ଭୁଲ୍ ହୋଇଯିବ । ସୂଚନା ଅନୁସାରେ ଏହା ହେଉଛି ଏକ ଜେଲ୍ । ହେଲେ ଜେଲ୍ ଭିତରେ କଏଦୀଙ୍କ ।ଇଁ ଥିଲା ବିଳାସପୂର୍ଣ୍ଣ ହୋଟେଲ ସୁବିଧା । ଏ ଖବର ପ୍ରଘଟ…

ନିର୍ବାଚନରେ ପୁଣି ବ୍ୟାଲଟ୍ ପେପର ଫେରାଇ ଆଣିବାକୁ ଇଣ୍ଡିଆ ମେଣ୍ଟ ବୈଠକରେ ଖର୍ଗେଙ୍କ ଦାବି

ନୂଆଦିଲ୍ଲୀ: ଦେଶର ନିର୍ବାଚନ ପ୍ରକ୍ରିୟା, ଭୋଟର ତାଲିକାର ନିରପେକ୍ଷତା ଏବଂ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟଶୈଳୀକୁ ନେଇ ବିରୋଧୀ 'ଇଣ୍ଡିଆ' ମେଣ୍ଟ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଚକ୍ର ଓ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ…

ସୁସ୍ଥ ହେଉଛନ୍ତି ଓରାଙ୍ଗଉଟାନ୍, ସୁହାଉଛି ଓଡ଼ିଶା ଜଳବାୟୁ

ଭୁବନେଶ୍ବର: ନନ୍ଦନକାନନରେ ଖୁସି ଖବର! ଓରାଙ୍ଗଉଟାନଙ୍କୁ ସୁହାଉଛି ଓଡ଼ିଶା ଜଳବାୟୁ। ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିବା ସହ ଓଜନ ମଧ୍ୟ ବଢ଼ୁଛି। ଏହା କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ। ବିଶେଷଜ୍ଞ ଡାକ୍ତରୀ ଦଳ ନିୟମିତ ଭାବେ ଓରାଙ୍ଗଉଟାନଙ୍କ ସ୍ବାସ୍ଥ୍ୟ ଯାଞ୍ଚ…

ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ରୋଷେୟାଙ୍କୁ ଗିରଫ କଲା ପୋଲିସ

ପାରଳାଖେମୁଣ୍ଡି: ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ। ଏହି ମାମଲାରେ ଅନ୍ୟତମ ଅଭିଯୁକ୍ତ ରୋଷେୟା ମନ୍ମଥ କୁମ୍ଭଙ୍କୁ ପାରଳାଖେମୁଣ୍ଡି ପୋଲିସ ଗିରଫ କରିଛି। ପାରଳାଖେମୁଣ୍ଡି ଏସ୍‌ଡିଜେଏମ୍‌ ଅଦାଲତଙ୍କ ପକ୍ଷରୁ ଜାରି ଜାମିନବିହୀନ ଗିରଫ…

ରୁଷରେ ଫସିଯାଇଛନ୍ତି ତେଲେଙ୍ଗାନାର ଚାରି ଯୁବକ; ଚାକିରି ନାଁରେ ସେନାରେ ଜବରଦସ୍ତି ଭର୍ତ୍ତି କରାଇଦେବା ଅଭିଯୋଗ

ହାଇଦ୍ରାବାଦ: ତେଲେଙ୍ଗାନାର ଚାରି ଜଣ ଯୁବକ ଋଷରେ ଫସି ରହିଥିବା ଏକ ମାମଲା ସାମ୍ନାକୁ ଆସିଛି। ପରିବାର ଅଭିଯୋଗ କରିଛନ୍ତି ଯେ ସେମାନେ ସାଧାରଣ ନାଗରିକ ଭାବରେ କାମ କରିବାକୁ ରୁଷ ଯାଇଥିଲେ, କିନ୍ତୁ ପହଞ୍ଚିବା ପରେ ସେମାନଙ୍କୁ ଋଷ ସେନାରେ ସେବା କରିବାକୁ ପଠାଯାଇଥିଲା। ପରିବାର କହିଛନ୍ତି ଯେ…

ଖରାପ କୋଲେଷ୍ଟେରଲ୍ ବ୍ୟତୀତ ଏହି ୬କାରଣ ହାର୍ଟ ପାାଇଁ ବିପଦ

ଭୁବନେଶ୍ବର: ଶରୀରରେ 'ଖରାପ' କୋଲେଷ୍ଟେରଲ୍ ବୃଦ୍ଧି ପାଇବା ଅର୍ଥ ହେଉଛି ଧମନୀରେ ବକ୍ଲେଜ ଯୋଗୁଁ ହାର୍ଟ ଦୁର୍ବଳ ହୋଇଯିବା। ଆପଣ ଜାଣନ୍ତି କି କେବଳ ଖରାପ କୋଲେଷ୍ଟେରଲ୍ ହିଁ ହାର୍ଟ ଦୁର୍ବଳ କରେ ନାହିଁ? ଗୋରଖପୁରସ୍ଥିତ ରିଜେନ୍ସି ହସ୍ପିଟାଲର କନ୍‌ସଲ୍‌ଟାଣ୍ଟ କାର୍ଡିଓଲୋଜିଷ୍ଟ ଡାକ୍ତର…