ଅକ୍ଟୋବରରୁ ହ୍ୱାଟସ୍ଆପ୍ରେ ମେସେଜ୍ କଲେ ଗଣିବେ ଟଙ୍କା
ଭୁବନେଶ୍ୱର: ଲୋକପ୍ରିୟ ମେସେଜିଂ ଆପ୍ 'ହ୍ୱାଟସ୍ଆପ୍' ନିଜର ବ୍ୟବସାୟିକ ଅର୍ଥାତ୍ ବିଜନେସ୍ ଆକାଉଣ୍ଟ ପାଇଁ ଦେୟ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି । ଅକ୍ଟୋବର ୧ ତାରିଖରୁ ଭାରତରେ ହ୍ୱାଟସ୍ଆପ୍ ବିଜନେସ୍ ମାଧ୍ୟମରେ ଗ୍ରାହକଙ୍କୁ ମେସେଜ୍ ପଠାଇବା ଅଧିକ ମହଙ୍ଗା ହେବ । ମେଟା ପକ୍ଷରୁ ଏହି…