୮୦ ବର୍ଷରେ ପୁଣି ଜିତିଲେ ନିର୍ବାଚନ, ୪ର୍ଥ ଥର ପାଇଁ ରାଷ୍ଟ୍ରପତି ହେଲେ ଲୁଲା…
ନୂଆଦିଲ୍ଲୀ: ବାମପନ୍ଥୀ ନେତା ଲୁଲା ଡା ସିଲଭା ବ୍ରାଜିଲର ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଛନ୍ତି। ୮୦ ବର୍ଷ ବୟସରେ ସେ ଚତୁର୍ଥ ଥର ପାଇଁ ରାଷ୍ଟ୍ରପତି ହେବେ। ସେ ନିର୍ବାଚନରେ ଫ୍ଲାଭିଓ ବୋଲସୋନାରୋଙ୍କୁ ପରାସ୍ତ କରିଥିଲେ। ବ୍ରାଜିଲୀୟ ଗଣମାଧ୍ୟମ ଏବଂ ଡାଟାଫୋଲହାର ଆକଳନ ଅନୁଯାୟୀ, ୯୯.୯୭…