ପାଟିରେ ପଶିଗଲା କଉ ମାଛ…ଚାଲିଗଲା ଯୁବକଙ୍କ ଜୀବନ
ମୟୂରଭଞ୍ଜ: ପାଟିରେ ଜୀବନ୍ତ କଉ ମାଛ ପଶିଯିବାରୁ ଚାଲିଯାଇଛି ଯୁବକଙ୍କ ଜୀବନ । ବାଙ୍ଗିରିପୋଷି ଥାନା ଦିଘି ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତକ ଜଣକ ହେଲେ ଦିଘି ଗାଁର ଅବିନାଶ ବିଜୁଳି ।
ସୂଚନା ଅନୁସାରେ, ଶୁକ୍ରବାର ଦିଘି ଗ୍ରାମର ଅବିନାଶ ବିଜୁଳି ଗାଁ ନିକଟ ବନ୍ଧରେ ମାଛ…