Latest Odisha News

BREAKING NEWS

Yearly Archives

2026

ଇନଷ୍ଟା ଡେବ୍ୟୁ କରିବା ମାତ୍ରେ ଭାଇରାଲ ହେଲା ସୋନିଆ ଗାନ୍ଧୀଙ୍କ ପ୍ରଥମ ରିଲ୍, ଭ୍ୟୁଜ୍ ବଢିଲେ କେତେ ରୋଜଗାର ହେବ…

ନୂଆଦିଲ୍ଲୀ: କଂଗ୍ରେସ ସଂସଦୀୟ ଦଳ ମୁଖ୍ୟ ସୋନିଆ ଗାନ୍ଧୀ ୨୨ ଅକ୍ଟୋବର, ୨୦୨୬ ରେ ତାଙ୍କର ଅଫିସିଆଲ୍ ଇନଷ୍ଟାଗ୍ରାମରେ ଡେବ୍ୟୁ କରିଛନ୍ତି। ତାଙ୍କ ଦ୍ୱାରା ସେୟାର କରାଯାଇଥିବା ପ୍ରଥମ ଭିଡିଓ/ରିଲ୍ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ୭୯ ବର୍ଷ ବୟସରେ ସେ ପ୍ରଥମ ଥର ପାଇଁ…

Low-Pressure: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ…୨୫ରେ ଗଭୀର ଅବପାତ, ୨୬ରେ ବାତ୍ୟା? ବିପଦରେ ୧୬ ଜିଲ୍ଲା!

ଭୁବନେଶ୍ବର: ପୁଣି ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା! ୧୫୦ କିମି ବେଗରେ ବହିପାରେ ପବନ! ଓଡିଶାକୁ ଘାରିଲାଣି ବାତ୍ୟା ଭୟ! ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ଘୂର୍ଣ୍ଣିବଳୟକୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ବାତ୍ୟା ଆଶଙ୍କା ବଢ଼ିଛି। ବିଭିନ୍ନ ଅନ୍ତର୍ଜାତୀୟ ପାଣିପାଗ ମଡେଲ୍‌ର ଆକଳନ…

ଟାଇଗର ଶ୍ରଫ୍‌ଙ୍କୁ ଗୁଳିମାଡ ମାମଲା, ଗ୍ୟାଙ୍ଗଷ୍ଟର ଅନିଲ ପଣ୍ଡିତ ୱାଣ୍ଟେଡ ଘୋଷଣା

ମୁମ୍ବାଇ: ବଲିଉଡ ଅଭିନେତା ଟାଇଗର ଶ୍ରଫ୍‌ଙ୍କ ଉପରକୁ ଗୁଳିମାଡ ମାମଲାରେ ଗ୍ୟାଙ୍ଗଷ୍ଟର ଅନିଲ ପଣ୍ଡିତକୁ ୱାଣ୍ଟେଡ ଅଭିଯୁକ୍ତ ଭାବେ ଘୋଷଣା କରିଛି ପୋଲିସ । ରବିବାର ସନ୍ଧ୍ୟାରେ ମୁମ୍ବାଇର ଜୁହୁ ଅଂଚଳରେ ଟାଇଗର ଶ୍ରଫ୍ ବସିଥିବା କାର ଉପରକୁ ଅତର୍କିତ ଫାୟାରିଂ କରିଥିଲେ ୨ ଆକ୍ରମଣକାରୀ ।…

Face-off with China: ଅରୁଣାଚଳ ସୀମାରେ ଚୀନ୍‌ ସହ ମୁହାଁମୁହିଁ ସ୍ଥିତି! ମଇଦାନରେ ଭାରତର ‘ଶୌର୍ଯ୍ୟ କମାଣ୍ଡୋ’…

ନୂଆଦିଲ୍ଲୀ: ଭାରତ-ଚୀନ୍‌ ସୀମାରେ ପୁଣି ଉତ୍ତେଜନା! ଅରୁଣାଚଳ ପ୍ରଦେଶ ସୀମାର ଏକାଧିକ ସ୍ଥାନରେ ଚୀନ୍‌ ସେନା ସହ ମୁହାଁମୁହିଁ ସ୍ଥିତି ଜାରି ରହିଥିବା କହିଛନ୍ତି ଭାରତ-ତିବ୍ବତ ସୀମା ପୁଲିସ (ITBP) ମହାନିର୍ଦ୍ଦେଶକ ଶତ୍ରୁଜିତ ସିଂହ କପୁର। ଅକ୍ଟୋବର ୨୨ ତାରିଖରେ ITBPର ୬୫ତମ ପ୍ରତିଷ୍ଠା…

ECI Internal Conflict: ନିର୍ବାଚନ ଆୟୋଗରେ ବଢ଼ୁଛି ମତଭେଦ! ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଦୁଇ ନିର୍ବାଚନ…

ନୂଆଦିଲ୍ଲୀ: ଭାରତୀୟ ନିର୍ବାଚନ ଆୟୋଗ (ECI) ମଧ୍ୟରେ ମତଭେଦକୁ ନେଇ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ସୂଚନା ଅଧିକାର ଆଇନ (RTI) ଅନୁଯାୟୀ ମିଳିଥିବା ଦସ୍ତାବିଜରୁ ଜଣାପଡ଼ିଛି ଯେ, ଦୁଇ ନିର୍ବାଚନ ଆୟୁକ୍ତ ଜଣେ ବରିଷ୍ଠ ଅଧିକାରୀଙ୍କ କାର୍ଯ୍ୟଶୈଳୀ ଉପରେ ଆପତ୍ତି ଉଠାଇ କ୍ୟାବିନେଟ୍ ସଚିବ…

ସମ୍ଭାବ୍ୟ ବାତ୍ୟା ନେଇ ସରକାର ପ୍ରସ୍ତୁତ, ବିଚଳିତ ନହେବାକୁ ସରକାରଙ୍କ ଅପିଲ୍

ଭୁବନେଶ୍ବର: ୧୨ ଘଣ୍ଟା ମଧ୍ୟରେ ଦକ୍ଷିଣ ପୂର୍ବ ଓ ସଲଗ୍ନ ପୂର୍ବ କେନ୍ଦ୍ର ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଲଘୁଚାପ। ଏହା ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେବ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ। ଏପରିକି ଏହା ଭୀଷଣ ବାତ୍ୟାରେ ପରିଣତ ହେବ ବୋଲି ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ…

ଉଚ୍ଚଶିକ୍ଷା ଓ ପ୍ରଶିକ୍ଷଣ: ୬ ମାସିଆ ପେଡ୍ ଇଣ୍ଟର୍ନସିପ୍ ପାଇଁ ସିଙ୍ଗାପୁର ଗଲେ ୨୩ ଛାତ୍ରଛାତ୍ରୀ

ଭୁବନେଶ୍ୱର: ୱାର୍ଲ୍ଡ ସ୍କିଲ୍ ସେଣ୍ଟର (World Skill Center - WSC) ର ଛାତ୍ରଛାତ୍ରୀମାନେ ଅନ୍ତର୍ଜାତୀୟ ସ୍ତରରେ ଅଭିଜ୍ଞତା ହାସଲ କରିବା ଏବଂ ଗ୍ଲୋବାଲ୍ କ୍ୟାରିୟର ଗଠନ କରିବା ପାଇଁ ସିଙ୍ଗାପୁର ଯାଇଛନ୍ତି। ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଏବଂ ସିଙ୍ଗାପୁରର…

୨୦୨୭ ରଥଯାତ୍ରା ପାଇଁ ଆଗୁଆ ପ୍ରସ୍ତୁତି: ସହର ବିକାଶ, ନୂଆ ପାର୍କିଂ ବ୍ୟବସ୍ଥା, ଭିତ୍ତିଭୂମି କାମ ଶେଷ କରିବାକୁ…

ଭୁବନେଶ୍ବର: ଆସନ୍ତାବର୍ଷ ରଥଯାତ୍ରା ପାଇଁ ସରକାରଙ୍କ ଆଗୁଆ ପ୍ରସ୍ତୁତି ଆରମ୍ଭ। ୨୦୨୭ ଜୁଲାଇ ୫ ତାରିଖରେ ଶ୍ରୀଗୁଣ୍ଡିଚା ଯାତ୍ରା ଓ ୧୩ ଜୁଲାଇରେ ବାହୁଡା ଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି। ଆସନ୍ତାବର୍ଷ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାର ସୁପରିଚାଳନା ନିମନ୍ତେ…

ପାକିସ୍ତାନ ଶରଣରେ ମାଳଦ୍ୱୀପ ! ରାଷ୍ଟ୍ରପତି ମୁଇଜ୍ଜୁଙ୍କ ପାକିସ୍ତାନ ଗସ୍ତରେ ୨୦ ଚୁକ୍ତି ସ୍ୱାକ୍ଷରିତ

ଇସଲାମାବାଦ୍: ଆନ୍ତର୍ଜାତୀୟ ରାଜନୀତିରେ ଏକ ବଡ଼ ହଲଚଲ ସୃଷ୍ଟି କରି ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ ନିଜର ପାକିସ୍ତାନ ଗସ୍ତ ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଏହି ଗସ୍ତ ସମୟରେ ମାଳଦ୍ୱୀପ ଏବଂ ପାକିସ୍ତାନ ମଧ୍ୟରେ ମୋଟ ୨୦ଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି,…

ଟାଇଫୁନ୍ ଚମ୍ପି: ୧୦୦୦ରୁ ଅଧିକ ବିମାନ ବାତିଲ କଲା ତାଇୱାନ

ତାଇପେଇ: ଶକ୍ତିଶାଳୀ ସାମୁଦ୍ରିକ ବାତ୍ୟା 'ଟାଇଫୁନ୍ ଚମ୍ପି' (Typhoon Champi) ର ମୁକାବିଲା ପାଇଁ ତାଇୱାନରେ ୧,୦୦୦ରୁ ଅଧିକ ବିମାନ ଉଡ଼ାଣ ବାତିଲ କରାଯାଇଛି‌। ଏହି ବାତ୍ୟା ପ୍ରଭାବରେ ଦେଶରେ ପ୍ରବଳ ବର୍ଷା ଓ ଝଡ଼ତୋଫାନ ଆଶଙ୍କା ଥିବାରୁ ସୁରକ୍ଷା ଦୃଷ୍ଟିରୁ ଏଭଳି ପଦକ୍ଷେପ ନିଆଯାଇଛି‌।…