ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେଙ୍କୁ ମୁମ୍ବାଇର ‘ଶିବତୀର୍ଥ’ ବାସଭବନରେ ଭେଟିଲେ ଅଭିନେତା ଆମିର ଖାଁ
ମହାରାଷ୍ଟ୍ର: ବଲିଉଡ୍ ଅଭିନେତା ଆମୀର ଖାନ୍ ମହାରାଷ୍ଟ୍ର ନବନିର୍ମାଣ ସେନା (MNS)ମୁଖ୍ୟ ରାଜ ଠାକରେଙ୍କୁ ମୁମ୍ବାଇର ‘ଶିବତୀର୍ଥ’ ବାସଭବନରେ ଭେଟିଛନ୍ତି। ଏହି ବୈଠକ ଏପରି ଏକ ସମୟରେ ହୋଇଛି, ଯେତେବେଳେ ଆମୀରଙ୍କ ଭଣଜା ତଥା ଅଭିନେତା ଇମ୍ରାନ ଖାନ୍ଙ୍କ ନାଁରେ ଆଇନଗତ ବିବାଦ ସୃଷ୍ଟି ହୋଇଛି…