ମନୋରଞ୍ଜନ ଜଗତରେ ବୀରେନ୍ଦ୍ର ସେହ୍ୱାଗଙ୍କ ନୂଆ ଇନିଂସ: ରିଆଲିଟି ସୋରେ ହେବେ ହୋଷ୍ଟ
ନୂଆଦିଲ୍ଲୀ: ନିଜର ଆକ୍ରାମକ ବ୍ୟାଟିଂ ଏବଂ ନିଷ୍କପଟ ଶୈଳୀ ପାଇଁ ଜଣାଶୁଣା ପୂର୍ବତନ ଭାରତୀୟ କ୍ରିକେଟର ବୀରେନ୍ଦ୍ର ସେହ୍ୱାଗ ଏବେ ମନୋରଞ୍ଜନ ଦୁନିଆରେ ପାଦ ଥାପିବାକୁ ଯାଉଛନ୍ତି । ସେ ଚର୍ଚ୍ଚିତ ରିଆଲିଟି ସୋ ରାଇଜ୍ ଆଣ୍ଡ୍ ଫଲର ଦ୍ୱିତୀୟ ସିଜନ୍ରେ ସଞ୍ଚାଳକ (ହୋଷ୍ଟ) ଭାବେ ନଜର ଆସିବେ ।…