ଟିମ୍ ଇଣ୍ଡିଆକୁ ପ୍ରଶଂସାରେ ପୋତିଲେ ପାକିସ୍ତାନ କ୍ରିକେଟ୍ ଟିମର ମୁଖ୍ୟ କୋଚ୍
କରାଚୀ: ଏସିଆନ୍ ଗେମ୍ସ ର ପୁରୁଷ କ୍ରିକେଟ୍ ମ୍ୟାଚ ପୂର୍ବରୁ ପାକିସ୍ତାନ ଦଳର ମୁଖ୍ୟ କୋଚ୍ ମାଇକ୍ ହେସନ୍ ଭାରତୀୟ କ୍ରିକେଟ୍ ଦଳର ଭୂୟସୀ ପ୍ରଶଂସା କରିଛନ୍ତି। ବିଶ୍ବ କ୍ରିକେଟ୍ରେ ଭାରତୀୟ ଦଳର ଦବ୍ଦବାକୁ ସ୍ବୀକାର କରି ପାକ କୋଚ୍ କହିଛନ୍ତି ଯେ, ସୀମିତ ଓଭର କ୍ରିକେଟ୍ରେ ବର୍ତ୍ତମାନ…