Latest Odisha News

BREAKING NEWS

ୟୁଏଇରୁ ୨୧୫ ପ୍ରବାସୀଙ୍କୁ ଫେରାଇ ଆଣିବେ ଓଡ଼ିଆ ପାଇଲଟ

ଭୁବନେଶ୍ୱର: ୟୁଏଇରୁ ଆସିବେ ୨୧୫ ପ୍ରବାସୀ ଓଡ଼ିଆ । ଆସନ୍ତାକାଲି ଏମାନେ ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରହେର ପହଂଚିବେ ।

ୟୁଏଇରେ ରହୁଥିବା ପ୍ରବାସୀ ଓଡ଼ିଆମାନେ ଓଡିଆ ଡକ୍ଟର ଚନ୍ଦ୍ର ଶେଖର ଖୁଂଟିଆଙ୍କ ସହାୟତାରେ ଆସନ୍ତାକାଲି ଓଡ଼ିଶା ପହଂଚିବେ । କେନ୍ଦ୍ର ସରକାରଙ୍କ ବନ୍ଦେ ଭାରତ ମିଶନରେ ଏହି ଚାଟାର୍ଡ ପ୍ଳେନ ଆସନ୍ତାକାଲି ସକାଳ ୮ଟାରେ ପ୍ରବାସୀ ଓଡ଼ିଆମାନଙ୍କୁ ନେଇ ସାରଜାହାରୁ ଭୁବନେଶ୍ୱର ଅଭିମୁଖେ ଉଡ଼ିବ। ବିଜୁପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ଆସନ୍ତା କାଳି ଦିନ ଗୋଟେରେ ପହଂଚିବ।

ସବୁଠାରୁ କଡ କଥା ହେଉଛି ଏହି ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ଚାର୍ଟାର୍ଡ ବିମାନରେ ଜଣେ ଓଡ଼ିଆ ଝିଅ ପାଇଲଟ ଅଛନ୍ତି । ପାଇଲଟ ମଧୁସ୍ମିତା ପଟ୍ଟନାୟକ ଏୟାର ଆରବିଆର୍‌ରେ କାମ କରନ୍ତି ।

Leave A Reply

Your email address will not be published.