Latest Odisha News

BREAKING NEWS

ପ୍ରକାଶ ପାଇଲା ଯୁକ୍ତ ୩ ଦ୍ୱିତୀୟ ପର୍ଯ୍ୟାୟ କଟ୍‌ ଅଫ୍‌

ଭୁବନେଶ୍ୱର: ପ୍ରକାଶ ପାଇଲା ଯୁକ୍ତ ୩ ଦ୍ୱିତୀୟ ପର୍ଯ୍ୟାୟ କଟ୍ ଅଫ୍ । ଦ୍ୱିତୀୟ ପର୍ଯ୍ୟାୟରେ ମୋଟ ୯୬,୫୧୫ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ । ଏଥିରୁ ୨୨,୦୧୬ ଛାତ୍ରଛାତ୍ରୀ ଚୟନ ହୋଇଛନ୍ତି । ସେହିପରି ସ୍ଲାଇଡ ଅପ୍ ଆବେଦନ କରିଥିଲେ ୩୯,୮୧୫ । ଏଥିରୁ ୯,୨୭୬ ଜଣ ଛାତ୍ରଛାତ୍ରୀ ଚୟନ ହୋଇଛନ୍ତି ।

ଯୁକ୍ତ ୩ ଆଡମିଶନ ପାଇଁ www.samsodisha.gov.inରେ ଛାତ୍ରଛାତ୍ରୀମାନେ ନିଜ ନିଜ ମେରିଟ ଲିଷ୍ଟ ଚେକ୍ କରିପାରିବେ । ଦ୍ୱିତୀୟ ପର୍ଯ୍ୟାୟ କଟ୍ ଅଫ୍‌ରେ ଚୟନ ହୋଇଥିବା ଛାତ୍ରଛାତ୍ରୀ ଅକ୍ଟୋବର ୨୯ ସୁଦ୍ଧା ଆଡମିଶନ ଫିସ୍ ଦାଖଲ କରିବେ ।

Leave A Reply

Your email address will not be published.