Latest Odisha News

BREAKING NEWS

ଓଡିଶାରୁ ସୁସ୍ଥ ହେଲେ ଆଉ ୩୮୧୭ କରୋନା ରୋଗୀ; ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୩୮୧୭ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ଖୋର୍ଦ୍ଧାରୁ ୯୬୯ ଜଣ, କଟକରୁ ୩୬୮, ବରଗଡ଼ରୁ ୧୫୧ ଜଣ, ବାଲେଶ୍ୱରରୁ ୧୪୬ ଜଣ, ନୂଆପଡ଼ାରୁ ୧୩୫ ଜଣ, ଜଗତସିଂହପୁରରୁ ୧୨୪ ଜଣ, ଅନୁଗୁଳରୁ ୧୨୨ ଜଣ, ସମ୍ବଲପୁରରୁ ୧୧୮ ଜଣ, ସୁନ୍ଦରଗଡ଼ରୁ ୧୧୦ ଜଣ, କେନ୍ଦ୍ରାପଡ଼ାରୁ ୧୦୬ ଜଣ, ବଲାଙ୍ଗୀରରୁ ୯୩ ଜଣ, ଯାଜପୁରରୁ ୯୧ ଜଣ, ମୟୂରଭଂଜ ଓ ପୁରୀ ଜିଲ୍ଲାରୁ ୮୮ ଜଣ ଲେଖାଏଁ, କନ୍ଧମାଳ ଓ କେନ୍ଦୁଝର ଜିଲ୍ଲାରୁ ୮୬ ଜଣ ଲେଖାଏଁ, ସୋନପୁରରୁ ୮୩ ଜଣ, ଭଦ୍ରକରୁ ୮୨ ଜଣ, ନୟାଗଡ଼ରୁ ୭୧ ଜଣ, କଳାହାଣ୍ଡିରୁ ୬୯ ଜଣ, ଝାରସୁଗୁଡ଼ାରୁ ୬୮ ଜଣ, ନବରଂଗପୁରରୁ ୬୬ ଜଣ, କୋରାପୁଟରୁ ୬୨ ଜଣ, ଗଂଜାମରୁ ୫୬ ଜଣ, ରାୟଗଡ଼ାରୁ ୫୦ ଜଣ, ଢେଙ୍କାନାଳରୁ ୪୮ ଜଣ, ବୌଦ୍ଧରୁ ୪୫ ଜଣ, ମାଲକାନଗିରିରୁ ୩୪ ଜଣ, ଗଜପତିରୁ ୨୪ ଜଣ, ଦେବଗଡ଼ରୁ ୧୪ ଜଣ ଓ ଷ୍ଟେଟ ପୁଲରୁ ୧୬୪ ଜଣ ସୁସ୍ଥ ହୋଇଛନ୍ତି।

ଉଲ୍ଲେଖଯୋଗ୍ୟ, ଓଡିଶାରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨,୧୦,୨୧୭ ଜଣ ଆରୋଗ୍ୟ ଲାଭ କରିଛନ୍ତି ।

Leave A Reply

Your email address will not be published.