Latest Odisha News

ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରାଘାତରେ ତିନି ମୃତ

ବ୍ରହ୍ମପୁର : ରାଜ୍ୟର ବିଭିନ୍ନ ସ୍ଥାନରେ ଶନିବାର କାଳବୈଶାଖୀ ସହ ବର୍ଷା ହୋଇଛି । କେତେକ ସ୍ଥାନରେ ବଜ୍ରାଘାତ ହେବାରୁ ପ୍ରାୟ ତିନି ଜଣଙ୍କର ମୃତ୍ୟୁ ହୋଇଛି ।

ମୃତକଙ୍କ ମଧ୍ୟରେ ବାଲେଶ୍ୱରର ଦୁଇ ଜଣ ଥିବା ବେଳେ ଗଂଜାମ ଆସକାର ଜଣେ ବ୍ୟକ୍ତି ଅଛନ୍ତି ।

ସେହିପରି ଘଡଘଡି ବେଳେ ଗଂଜାମ ଖଲିଙ୍କି ଗାଁରେ ଏକ ନଡିଆ ଗଛ ଜଳି ଯାଇଛି । ସେପଟେ ବାଲେଶ୍ୱର ନୀଳଗିରିରେ ଝଡତୋଫାନରେ ଗଛ ଉପୁଡିଯିବା ସହ ଇଲେକ୍ଟ୍ରି ଖୁଣ୍ଟି ମଧ୍ୟ ଉପୁଡିଯାଇଛି ।

Leave A Reply

Your email address will not be published.