Latest Odisha News

BREAKING NEWS

୪୦ କେଜି ଗଞ୍ଜେଇ ଜବତ, ଏସଟିଏଫ୍ ପଞ୍ଝାରେ ୩ଜଣ ଚୋରା ଚାଲଣକାରୀ

ଭୁବନେଶ୍ୱର : ଏସଟିଏଫ୍ ପଞ୍ଝାରେ ଗଞ୍ଜେଇ ଚୋରା ଚାଲଣକାରୀ । ଭୁବନେଶ୍ୱର ନୟାପଲ୍ଲୀ ଥାନା ପୋଲିସ ୪୦ କେଜି ଗଞ୍ଜେଇ ଜବତ କରିଛି । ଏଥିସହ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୪ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ତେବେ ଏତେ ପରିମାଣର ଗଞ୍ଜେଇ କେଉଁଆଡେ ଚାଲଣ ହେଉଥିଲା ତାକୁ ନେଇ ଛାନଭିନ ଜାରି ରଖିଛି ପୋଲିସ ।

Leave A Reply

Your email address will not be published.