Latest Odisha News

BREAKING NEWS

ବାଲେଶ୍ଵରରେ ଆଉ ୫ କରୋନା ପଜିଟିଭ ଚିହ୍ନଟ

ବାଲେଶ୍ଵର: ବାଲେଶ୍ବର ଜିଲ୍ଲାରେ ସୋମବାର ଦିନ ଆଉ ୫ ଜଣେ କରୋନା ପଜିଟିଭ୍ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି।

ଏହାକୁ ମିଶାଇ ଓଡ଼ିଶାରେ ମୋଟ୍ କରୋନା ରୋଗୀଙ୍କ ସଂଖ୍ୟା ୧୦୮ ପହଞ୍ଚି ଥିବା ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ତେବେ ବାଲେଶ୍ଵର ଜିଲ୍ଲାରେ ପୂର୍ବରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଥିବା ବେଳେ ଏହି ସଂଖ୍ୟା ୧୫ ଛୁଇଁଛି।

ଓଡ଼ିଶାରେ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ ଚିକିତ୍ସିତ ହୋଇ ୩୫ ଜଣ କରୋନା ପଜିଟିଭ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ଏହାଛଡା ୭୨ଟି ସକ୍ରିୟ ମାମଲା ରହିଥିବା ଜଣାପଡିଛି।

Leave A Reply

Your email address will not be published.