Latest Odisha News

୨ଟି ବସରେ ଓଡିଶା ପହଞ୍ଚିଲେ କୋଟାରୁ ଆସୁଥିବା ୫୦ ଛାତ୍ରଛାତ୍ରୀ

ବଲାଙ୍ଗୀର: କରୋନା ସଂକ୍ରମଣ ଯୋଗୁଁ ସାରାଦେଶ ଲକଡାଉନ। ଏହି ସମୟରେ ରାଜସ୍ଥାନର କୋଟା ଠାରେ ଫସି ରହିଥିବା ମୋଟ ୫୦ ଜଣ ଛାତ୍ରଛାତ୍ରୀ ରବିବାର ସକାଳେ ଦୁଇଟି ବସ୍‌ରେ ବାଲାଙ୍ଗୀରରେ ପହଞ୍ଚିଛନ୍ତି।

ସୂଚନାନୁସାରେ, ପ୍ରାଥମିକ ସ୍ୱାସ୍ଥ୍ୟ ଯାଞ୍ଚ ପରେ ଛାତ୍ରୀ ମାନଙ୍କୁ ଲାଲଟିକ୍ରା ନେତ୍ର ନିକେତନ ଏବଂ ଛାତ୍ର ମାନଙ୍କୁ ସୁଦର୍ଶନ କଲ୍ୟାଣ ମଣ୍ଡପରେ ବାଳିକାମାନଙ୍କୁ ରଖାଯାଇଛି।

କୋଟାରେ ଅଟକି ରହିଥିବା ଓଡ଼ିଆ ଛାତ୍ରମାନଙ୍କ ସହିତ ଚାରିଟି ବସ୍ ଶନିବାର ଦିନ ରାଉରକେଲାରେ ପହଞ୍ଚିଥିଲା।

Comments are closed.