ରୋମ: ଇଟାଲୀରେ କିଲର କରୋନା ନେଲାଣି ୫୧ ଜଣ ଡାକ୍ତରଙ୍କ ଜୀବନ । ଏହି ସମସ୍ତ ଡାକ୍ତରମାନେ କରୋନା ସଂକ୍ରମିତଙ୍କ ଚିକିତ୍ସା କରୁଥିଲେ । ସିଏନଏନ ରିପୋର୍ଟ ଅନୁସାରେ ଏହି ତଥ୍ୟ ସମ୍ମୁଖକୁ ଆସିଛି । ଇଟାଲି ଡାକ୍ତରସଂଘର ମୁଖ୍ୟ ଫିଲିଫ ଅନେଲି ଏଥିପାଇଁ ଅଧ୍ଚଳ ଆବଶ୍ୟକୀୟ ସୁରକ୍ଷା ବନ୍ଦୋବସ୍ତ କରିବା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି ।
ଇଟାଲିରେ ଏହି ମହାମାରୀକୁ ନିୟନ୍ତ୍ରଣକୁ ଆଣିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରାଯାଇଥିଲେ ମଧ୍ୟ ତାହା ଏ ପର୍ଯ୍ୟନ୍ତ ସଫଳ ହୋଇପାରି ନାହିଁ । ବିଶେଷଜ୍ଞଙ୍କ ମତରେ କରୋନା ଯୋଗୁ ଇଟାଲୀ ଇଟାଲୀ ଆହୁରି ଅସୁବିଧାର ସମ୍ମୁଖୀନ ହେବ । ସେତିକି ଯତ୍ନବାନ୍ ନ ହେଲେ ଏହାକୁ ରୋକିବା କଷ୍ଟକର । ଏ ପର୍ଯ୍ୟନ୍ତ ଇଟାଲୀରେ ୧୦୦୦୦ କରୋନା ସଂକ୍ରମିତ ମୃତ୍ୟବରଣ କରି ସାରିଲେଣି । କରୋନା ଭାଇରସ ନେଇ ପ୍ରାରମ୍ଭରୁ ଖାମଖିଆଲ ହେବା ସେମାନଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି ।
BREAKING NEWS
- ୭ ଦିନ ପରେ ଶେଷ ହେବ ଖରିଫ ଧାନ ସଂଗ୍ରହ, ବିକ୍ରି ଅପେକ୍ଷାରେ ଅଛନ୍ତି ୧ ଲକ୍ଷ ୬୩ ହଜାର ଚାଷୀ
- ଏଲପିଜି ବୁକିଂ ନିୟମରେ ହୋଇନି କୌଣସି ପରିବର୍ତ୍ତନ: ସରକାରଙ୍କ ସ୍ପଷ୍ଟୀକରଣ
- B-2 Spirit Stealth Bomber:ଆମେରିକାର ବ୍ରହ୍ମାସ୍ତ୍ର B-2 ବମ୍ବର
- ମଧ୍ୟପ୍ରାଚ୍ୟ ସଙ୍କଟ ମଧ୍ୟରେ ଭାରତର ଦୃଢ଼ ପ୍ରସ୍ତୁତି: ଗ୍ୟାସ, ପେଟ୍ରୋଲ ଏବଂ ସାର ଯୋଗାଣ ପାଇଁ ରଣନୀତି ବିକଶିତ
- Iran turns back Pakistan Ship: ଫେରିଗଲା ପାକିସ୍ତାନୀ ଜାହାଜ, ହରମୁଜ୍ ପ୍ରଣାଳୀ ପାର ହେବାକୁ ଅନୁମତି ଦେଲାନି ଇରାନ
- ସତ ହେଲା କିଙ୍ଗ୍ ଖାନଙ୍କ ଭବିଷ୍ୟବାଣୀ !
- ତିନି ବର୍ଷରେ ବିଦ୍ୟୁତ ଆଘାତରେ ମୃତ୍ୟୁବରଣ କରିଛନ୍ତି 210 ଜଣ
- ବିରୋଧୀଙ୍କ ହାଙ୍ଗାମା ଯୋଗୁଁ ନଷ୍ଟ ହେଲାଣି 12 କୋଟି: ଆଇନ ମନ୍ତ୍ରୀ
- ଗ୍ୟାସ ଅଭାବ ଦୂର ପାଇଁ ବିକଳ୍ପ ବ୍ୟବସ୍ଥା ବ୍ୟବହାର କରିବାକୁ ରାଜ୍ୟ ସରକାରଙ୍କ ପରାମର୍ଶ
- ବିଜେଡି ନିଜ ଦୋଷ ଦୁର୍ବଳତା ଲୁଚେଇବାକୁ ପ୍ରତିବାଦ କରୁଛି: ସରୋଜ ପ୍ରଧାନ
Comments are closed.