ଭୁବନେଶ୍ୱର: ଅକ୍ଟୋବରରେ ଖୋଲିବ ପର୍ଯ୍ୟଟନସ୍ଥଳୀ । କୋଭିଡ଼ କଟକଣା ଭିତରେ ରାଜ୍ୟରେ ଖୋଲିବ ସବୁ ପର୍ୟ୍ୟଟନସ୍ଥଳୀ । ଏନେଇ ପ୍ରସ୍ତୁତି ଚାଲିଛି ହେଲେ ମନ୍ଦିର ଖୋଲିବା ନେଇ ମନ୍ଦିର ପ୍ରଶାସନ ଓ ଆଇନ ବିଭାଗ ନିଷ୍ପତି ନେବେ । ମନ୍ଦିର ଖୋଲିବା ନେଇ ଆଲୋଚନା ହୋଇନି ବୋଲି କହିଛନ୍ତି ଆଇନମନ୍ତ୍ରୀ ପ୍ରତାପ ଜେନା । ଆଲୋଚନା କରିବା ପରେ ନିଷ୍ପତିି ନେବୁ । ମନ୍ଦିର ଖୋଲିବା ବର୍ତମାନ ସ୍ଥିତି ଉପରେ ନିର୍ଭର କରୁଛି । ସରକାରଙ୍କ ଗାଇଡ଼ଲାଇନକୁ ଅନୁସରଣ କରି ନିଷ୍ପତି ନବାକୁ ପଡ଼ିବ ବୋଲି କହିଛନ୍ତି ଆଇନମନ୍ତ୍ରୀ ।
BREAKING NEWS
- ଜାନୁଆରୀ ୩୧ ସୁଦ୍ଧା ସରିବ ରତ୍ନଭଣ୍ଡାର ଗଣତି ମଣତି ପ୍ରକ୍ରିୟା: ଆଇନ ମନ୍ତ୍ରୀ
- ଆତ୍ମହତ୍ୟା ବୃଦ୍ଧି କରୁଛି ଜଳବାୟୁ ପରିବର୍ତ୍ତନ!
- ସ୍ତ୍ରୀ ନା ରାକ୍ଷସୀ: ସ୍ଵାମୀକୁ ବନ୍ଦ କଠୋରୀରେ ଖାଇବାକୁ ନଦେଇ ନିସ୍ତୁକ ମାଡ ମାରିଲା ସ୍ତ୍ରୀ
- ନୃଶଂସ ପୁଅର ଉନ୍ମତ୍ତକାଣ୍ଡ, ମା’କୁ ପିଟିପିଟି କଲା ହତ୍ୟା
- ସରିଲା ବାଲିଯାତ୍ରା, ଅସମ୍ଭାଳ ଭିଡକୁ ୨୫୦ କୋଟି ଟପିଲା ଏଥର ବେପାର
- ଶାହି ଜାମା ମସଜିଦର ସର୍ଭେ କାର୍ଯ୍ୟକୁ ବିରୋଧ, ପୋଲିସର ଲାଠି ଚାର୍ଜ
- କାର୍ଗୋ ସ୍ପେସକ୍ରାଫ୍ଟ କଣ ? ସୁନିତା ୱିଲିୟମ୍ସଙ୍କୁ ବଞ୍ଚାଇ ପାରିବ କି ଏହି ମହାକାଶଯାନ…
- ଅସ୍ତ୍ରଶସ୍ତ୍ରର ଥାଏ କି ବ୍ୟବହାରିକ ସମୟ ସମାପ୍ତି ? କ’ଣ କହୁଛି ବିଜ୍ଞାନ…
- ସଲମାନ ଖାନ ଏବଂ ଶାହାରୁଖ ଖାନଙ୍କ ସହ ବହୁ ପୁରୁଣା ଫଟୋ ସେୟାର କଲେ ହ୍ରିତିକ
- ‘ଜଏଣ୍ଟ ଥେରାପି’ କ’ଣ? ଜାଣନ୍ତୁ ଏହାର ସମ୍ପୂର୍ଣ୍ଣ ପ୍ରକ୍ରିୟା
Comments are closed.