Latest Odisha News
Browsing Tag

Temple Open

ଖୋର୍ଦ୍ଧା ଜିଲ୍ଲାରେ ସୋମବାରରୁ ଖୋଲିବ ଧାର୍ମିକ ଅନୁଷ୍ଠାନ

ଭୁବନେଶ୍ବର : ଖୋର୍ଦ୍ଧା ଜିଲ୍ଲାରେ ସୋମବାର ଠାରୁ ଖୋଲିବ ଧାର୍ମିକ ଅନୁଷ୍ଠାନ । ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ଏନେଇ ଖୋର୍ଦ୍ଧା ଓ ଭୁବନେଶ୍ୱର ଉପଜିଲ୍ଲାପାଳ ବିଜ୍ଞପ୍ତି ଜାରି କରିବେ । ତେବେ ଏହି ନିଷ୍ପତ୍ତିରୁ ଭୁବନେଶ୍ବର ମହାନଗର…

ଆସନ୍ତାକାଲିଠୁ କଟକରେ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ

କଟକ : ଭକ୍ତଙ୍କ ପ୍ରତୀକ୍ଷାର ହେବ ଅନ୍ତ । ଆସନ୍ତାକାଲିଠୁ କଟକରେ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ । କୋଭିଡ ନିୟମ ଅନୁସାରେ, ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ସକାଳ ୬ଟାରୁ ରାତି ୮ଟା ପର୍ଯ୍ୟନ୍ତ ଭକ୍ତମାନେ ଦର୍ଶନ କରିପାରିବେ । ତେବେ ସପ୍ତାହନ୍ତ ସଟଡାଉନ ଅର୍ଥାତ ଶନିବାର ଓ ରବିବାର ସାଧାରଣ…

ମନ୍ଦିର ଖୋଲିବା ନିଷ୍ପତ୍ତି ହୋଇନି: ପ୍ରତାପ ଜେନା

ଭୁବନେଶ୍ୱର: ଅକ୍ଟୋବରରେ ଖୋଲିବ ପର୍ଯ୍ୟଟନସ୍ଥଳୀ । କୋଭିଡ଼ କଟକଣା ଭିତରେ ରାଜ୍ୟରେ ଖୋଲିବ ସବୁ ପର‌୍ୟ୍ୟଟନସ୍ଥଳୀ । ଏନେଇ ପ୍ରସ୍ତୁତି ଚାଲିଛି ହେଲେ ମନ୍ଦିର ଖୋଲିବା ନେଇ ମନ୍ଦିର ପ୍ରଶାସନ ଓ ଆଇନ ବିଭାଗ ନିଷ୍ପତି ନେବେ । ମନ୍ଦିର ଖୋଲିବା ନେଇ ଆଲୋଚନା ହୋଇନି ବୋଲି କହିଛନ୍ତି ଆଇନମନ୍ତ୍ରୀ…

ରାଜ୍ୟରେ ମନ୍ଦିର ଖୋଲନ୍ତୁ ସରକାର

ଭୁବନେଶ୍ୱର: ରାଜ୍ୟରେ ମନ୍ଦିର ଓ ମସଜିଦ୍ ଖୋଲିବାକୁ ଦାବି କରିଛନ୍ତି ବିରୋଧୀ । କଂଗ୍ରେସ କହିଛି, ସାରା ଭାରତରେ ମନ୍ଦିର ଓ ମସଜିଦ୍ ଖୋଲିଲାଣି । ଓଡିଶାରେ ବି ଶୀଘ୍ର ଖୋଲିବା ଆବଶ୍ୟକ । ପୁରୀର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅନଲାଇନ୍ ଦର୍ଶନ ପାଇଁ ବୁକିଂ ବ୍ୟବସ୍ଥା ଉଚିତ ନୁହେଁ । ରଥଯାତ୍ରା…