Latest Odisha News

BREAKING NEWS

କୋଲକାତାକୁ ୮୨ ରନରେ ହରାଇଲା ବାଙ୍ଗାଲୋର

ଶାରଜା: ଆଇପିଏଲର ସୋମବାର ଖେଳାଯାଇଥିବା ମ୍ୟାଚରେ କୋଲକାତା ନାଇଟ ରାଇଡର୍ସକୁ ୮୨ ରନରେ ପରାସ୍ତ କର ବିଜୟୀ ହୋଇଛି ରୟାଲ ଚ୍ୟାଲେଂଜର୍ସ ବାଙ୍ଗାଲୋର । ଏଥି ସହ ରୟାଲ ଚ୍ୟାଲେଂଜର୍ସ ତାର ପଞ୍ଚମ ବିଜୟ ହାସଲ କରିଛି ।

ପ୍ରଥମେ ବ୍ୟାଟିଂ କରି ବାଙ୍ଗାଲୋର ଦୁଇ ଓିକେଟ ହରାଇ ୧୯୪ କନ କରାଥିଲା ଦଳ । ତେବେ ଆଜିର ମ୍ୟାଚରେ ଡି ଭିଲିୟର୍ସ କମାଲ ଦେଖାଇଥିଲେ । କୋହଲିଙ୍କ ସାଙ୍ଗେ ମିଶି ୧୦୦ ରନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରୁ ଫିଞ୍ଚ ୪୭, ପଡିକାଲ ୪୨ ରନ କରି ଫ୍ୟାଭିିଲିଅନ ଫେରିଥିଲେ । କକୋଲକାତା କିନ୍ତୁ ଏହି ଟାର୍ଗେଟ ପାଖରେ ପହଞ୍ଚି ପାରି ନ ଥିଲା ।

Comments are closed.