Latest Odisha News

BREAKING NEWS

Browsing Tag

IPL2020

କୋଲକାତାକୁ ୮୨ ରନରେ ହରାଇଲା ବାଙ୍ଗାଲୋର

ଶାରଜା: ଆଇପିଏଲର ସୋମବାର ଖେଳାଯାଇଥିବା ମ୍ୟାଚରେ କୋଲକାତା ନାଇଟ ରାଇଡର୍ସକୁ ୮୨ ରନରେ ପରାସ୍ତ କର ବିଜୟୀ ହୋଇଛି ରୟାଲ ଚ୍ୟାଲେଂଜର୍ସ ବାଙ୍ଗାଲୋର । ଏଥି ସହ ରୟାଲ ଚ୍ୟାଲେଂଜର୍ସ ତାର ପଞ୍ଚମ ବିଜୟ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ବାଙ୍ଗାଲୋର ଦୁଇ ଓିକେଟ ହରାଇ ୧୯୪ କନ କରାଥିଲା ଦଳ…

ଦିଲ୍ଲୀର ବୋଲିଂରେ ଧରାସାୟୀ ହେଲା ଚେନ୍ନାଇ, ୪୪ ରନରେ ବିଜୟୀ ହେଲା ଡିସି

ଦୁବାଇ: ଆଇପିଏଲ ୨୦୨୦ରେ ଦ୍ୱିତୀୟ ଥର ପାଇଁ ହାରିଲା ଚେନ୍ନାଇ । ଶୁକ୍ରବାର ଖେଳାଯାଇଥିବା ମ୍ୟାଚରେ ଚେନ୍ନାଇ ଦିଲ୍ଲୀ କ୍ୟାପିଟାଲ୍ସଠାରୁ ୪୪ ରନରେ ହାରିଛି । ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଇଥିବା ଆଜିର ମ୍ୟାଚରେ ଟସ୍ ଜିତି ଚେନ୍ନାଇ ବୋଲିଂ ନିଷ୍ପତ୍ତି ନେଇଥିଲା । ଦିଲ୍ଲୀ…

କେକେଆର ସ୍ୱାଗତରେ ଝଲସିଲା ବୁର୍ଜ ଖଲିଫା

ଦୁବାଇ: ବୁଧବାର ସନ୍ଧ୍ୟାରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ଦୁଇଥର ଚାମ୍ପିଅନ୍ କୋଲକାତା ନାଇଟ୍ ରାଇଡର୍ସଙ୍କ ପ୍ରଥମ ମ୍ୟାଚ ପୂର୍ବରୁ କେକେଆର୍ କୁ ଶୁଭେଚ୍ଛା ଜଣାଇଛି ଦୁନିଆର ଉଚ୍ଚତମ କୋଠା ବୁର୍ଜ ଖଲିଫା । ବାଇଗଣୀ ଓ ସ୍ବର୍ଣ୍ଣିମ ରଙ୍ଗରେ ଝଲସି କେକେଆରକୁ ସ୍ୱାଗତ କରିଛି ୟୁଏଇ । ଦଳର…

ଆଇପିଏଲ୨୦୨୦: ବାଙ୍ଗାଲୋରର ଦମଦାର ବିଜୟ, ଚହଲ ମ୍ୟାନ ଅଫ୍ ଦି ମ୍ୟାଚ୍

ଦୁବାଇ : ଆଜି ଆଇପିଏଲରେ ଆରସିବି ଓ ଏସଆରଏଚ୍ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ବେଙ୍ଗାଲୋର ବାଜି ମାରି ନେଇଛି । ଆଉ କ୍ରିକେଟର ଯୁଗଭେନ୍ଦ୍ର ଚହଲ ୪ ଓଭରରେ ୧୮ ରନ ବଦଳରେ ତିନିଟି ୱିକେଟ୍ ନେଇଥିଲେ । ତାଙ୍କୁ ଆଜିର ମ୍ୟାଚରେ ମ୍ୟାନ ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଛି । ଆଜି ପ୍ରଥମେ ଟସ୍ ଜିତି…

ଆଇପିଏଲ ୨୦୨୦: ରାଜସ୍ଥାନ ରୟାଲ୍ସ ପାଇଁ ଖେଳିବେନି ଜୋସ୍ ବଟଲର୍!!

ୟୁଏଇ: ରବିବାର ଦିନ ରାଜସ୍ଥାନ ରୟାଲ୍ସ ୱିକେଟ୍ କିପର ଜୋସ୍ ବଟଲର୍ ନିଶ୍ଚିତ କରିଛନ୍ତି ଯେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଦଳର ଓପନିଂ ମ୍ୟାଚ୍ ପାଇଁ ସେ ଉପଲବ୍ଧ ହେବେ ନାହିଁ । କାରଣ ସେ ତାଙ୍କ ବାଧ୍ୟତାମୂଳକ କ୍ବାରାଣ୍ଟାଇନ ଅବଧିରେ ରହିବେ। ବଟଲର ତାଙ୍କ ପରିବାର ସହିତ ୟୁଏଇରେ…

ଚେନ୍ନାଇ ସୁପର କିଙ୍ଗସରେ ଚଡକ, ବାଦ୍ ପଡିଲେ ହରଭଜନ !

ଦୁବାଇ: ଧୋନୀଙ୍କ ସେନାରୁ ଶୁଣିବାକୁ ମିଳୁଛି ଗୋଟିଏ ପରେ ଗୋଟିଏ ଦୁଃଖଦ ଖବର । ସୁରେଶ ରାଇନାଙ୍କ ପରେ ଏବେ ଆଉ ଜଣେ ବରିଷ୍ଠ ଖେଳାଳି ଆଇପିଏଲରୁ ବାଦ ପଡିଛନ୍ତି । ଫଟାଫଟ୍ କ୍ରିକେଟ ଫର୍ମାଟ ଆଇପିଏଲ୍‌ରେ ଦେଖିବାକୁ ମିଳିବନି ଟର୍ବିନେଟର୍ ଓରଫ ହରଭଜନ ସିଂଙ୍କ ଯାଦୁଗରି ସ୍ପିନ୍ ବୋଲିଂ ।…