Latest Odisha News

BREAKING NEWS

ଭୁବନେଶ୍ୱରରେ ୭ ଲକ୍ଷ ଟଙ୍କା ମୂଲ୍ୟର ସୁନାଗହଣା ଚୋରି ଅଭିଯୋଗ

ଭୁବନେଶ୍ୱର: ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର ଜଣେ ପ୍ରଫେସର ଙ୍କ ଘରୁ କେହି ଦୁବୃର୍ତ୍ତ ପାଖାପାଖି ୭ ଲକ୍ଷ ଟଙ୍କାର ସାମଗ୍ରୀ ଚୋର କରିଥିବା ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ କିଛି ନଗଦ ଟଙ୍କା ଏବଂ ସୁନା ଅଳଙ୍କାର ବ୍ୟତୀତ ଦୁବୃର୍ତ୍ତ ମାନେ ଘରୁ ଲାପଟପ୍, ମୋବାଇଲ୍ ଫୋନ୍ ଏବଂ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଚୋରି ହୋଇଛି।

ଘରେ କେହି ନଥିବା ବେଳେ ଏହି ଚୋରି ହୋଇଥିବା ଅଭିଯୋଗ ହୋଇଛି। ତେବେ ଏ ସଂପର୍କରେ ଖଣ୍ଡଗିରି ଥାନାରେ ଏକ କେସ୍ ଦାଏର କରାଯାଇଥିବା ସୁତ୍ରରୁ ପ୍ରକାଶ।

Comments are closed.