କଟକ: ମାତିଲେ ଏଟିଏମ୍ ଲୁଟେରା । ଟାଙ୍ଗୀ ଥାନା ଅନ୍ତର୍ଗତ ଡ୍ରିମ୍ସ କଲେଜ ନିକଟ ଏଟିଏମ ଭାଙ୍ଗି ଟଙ୍କା ଧରି ଚମ୍ପଟ ମାରିଛନ୍ତି ଲୁଟେରା । ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ଆଜି ସକାଳୁ ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ । ଡ୍ରିମ୍ସ ଫାଣ୍ଡିଠାରୁ କେଇ ମିଟର ଦୂରରେ ଥିବା ଏଟିଏମକୁ ରାତିରେ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । କିନ୍ତୁ କେହି କିଛି ଟେର ପାଇଲେ ନାହିଁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ କରୁଛି । ସିଟିଟିଭି ଫୁଟେଜ ଆଧାରରେ ତଦନ୍ତ କରୁଛି ।
BREAKING NEWS
- ଦିନିକିଆ ଦଳରୁ ବାଦ ପଡି ପାରନ୍ତି କୂଲଦୀପ
- PM Modi Visit:ମୁଁ ଆସନ୍ତାକାଲି ଓଡ଼ିଶାର ମୟୂରଭଞ୍ଜରେ ରହିବି, ଏହି ଗସ୍ତ ଉଲ୍ଲେଖନୀୟ ହେବ:ପ୍ରଧାନମନ୍ତ୍ରୀ ମୋଦୀ
- ତୃତୀୟ ଦିନିକିଆରେ ହଠାତ ହର୍ଷିତଙ୍କ ଏଂଟ୍ରି
- SIR Work Pressure: ଜୀବନ ହାରିଲେ ବିଏଲଓ; SIR କାର୍ଯ୍ୟ ପାଇଁ ସରକାରୀ ଚାପ ଅଭିଯୋଗ କଲେ ପରିବାର
- ଆଇପିଏଲ ୨୦୨୭ରେ ବହୁତ କିଛି ନୂଆ ହୋଇପାରେ: ଯୁବରାଜ କୋଚ, ଦିଲ୍ଲୀକୁ ଫେରିବେ ପନ୍ତ
- ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ହାଇଦ୍ରାବାଦ କୋର୍ଟଙ୍କ ସମନ, ଏହି ଦିନ କୋର୍ଟରେ ହେବେ ହାଜିର…
- ଜଗା ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କୁ ଠକୁଥିବା ୧୧ ଦଲାଲ ଗିରଫ
- ନିଟ୍ ପରୀକ୍ଷାର୍ଥୀ ପରୀକ୍ଷା କେନ୍ଦ୍ରକୁ ଯିବାକୁ ରାଜଧାନୀର ଏହି ସ୍ଥାନରୁ ପାଇପାରିବେ ଦେୟମୁକ୍ତ ବସ୍ ସେବା
- Cobra Rescued from House: ଘରୁ ନାଗନାଗୁଣୀ ସହ ୨୭ ଛୁଆ ଉଦ୍ଧାର
- ବିଶ୍ୱବିଦ୍ୟାଳୟରେ ପ୍ରୁଫ୍-ସଂଶୋଧନ ପାଠ୍ୟକ୍ରମ ଖୋଲିବାକୁ ଦାବି

Comments are closed.