ଫାଇଜର କରୋନା ଟିକା ୯୫ ପ୍ରତିଶତ ଫଳପ୍ରଦ । ଟିକା ପରୀକ୍ଷଣର ଚୂଡାନ୍ତ ପର୍ଯ୍ୟାୟ ବିଶ୍ଲେଷଣରେ ୯୫ ପ୍ରତିଶତ ଫଳପ୍ରଦ ହୋଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି । ରେଗୁଲୋଟୋରୀ ଆପ୍ରୁଭାଲ ପାଇଁ କିଛି ଦିନ ମଧ୍ୟରେ କମ୍ପାନୀ ପକ୍ଷରୁ ଆବେଦନ କରାଯିବ । ଫାଇଜର ଟିକା ବୟସ୍କଙ୍କ ପାଖରେ ସଂକ୍ରମଣ ରୋକିବାରେ ସକ୍ଷମ । ପ୍ରଥମ ଡୋଜ୍ ନେବାର ୨୮ ଦିନ ମଧ୍ୟରେ ୯୫ ପ୍ରତିଶତ ଫଳପ୍ରଦ ହେଉଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ରେକର୍ଡ ସମୟ ମଧ୍ୟରେ ଟିକା ବିକଶିତ କରାଯାଇଛି । ମହାମାରୀକୁ ମାରିବାରେ ଏହି ଟିକା ସକ୍ଷମ ଥିବା ଫାଇଜର ମୁଖ୍ୟ କାର୍ଯ୍ୟନିବର୍ବାହୀ ଅଧିକାରୀ କହିଛନ୍ତି । ଚଳିତ ବର୍ଷ ଶେଷ ସୁଦ୍ଧା ୫୦ ମିଲିୟନ୍ ଡୋଜ୍ ଉପଲବ୍ଧ ହୋଇପାରେ । ସେହିପରି ଆସନ୍ତାବର୍ଷ ଶେଷ ସୁଦ୍ଧା ୧.୩ ବିଲିୟନ୍ ପର୍ଯ୍ୟନ୍ତ ଉପଲବ୍ଧ କରିବାକୁ ଲକ୍ଷ ରଖିଛି କମ୍ପାନୀ ।
BREAKING NEWS
- ସ୍କୁଲ ମଧ୍ୟାହ୍ନ ଭୋଜନରେ ଝିଟିପିଟି ମାମଲା: ରିପୋର୍ଟ ତଲବ କଲେ ଡିଇଓ
- ନକଲି ମଦ କାରଖାନା ଠାବ, ବିପୁଳ ମଦ ସହ ୨ ଗିରଫ
- ଆଜିଠୁ ଦକ୍ଷିଣ ଓଡ଼ିଶାରେ ବଢ଼ିବ ବର୍ଷାର ପରିମାଣ;୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
- ଫୁଲୁଛି ମହାନଦୀ; ଭଟ୍ଟାରିକା ମନ୍ଦିରରେ ପଶିଗଲା ବନ୍ୟାଜଳ,ଚଳନ୍ତି ପ୍ରତିମାଙ୍କୁ ଅସ୍ଥାୟୀ ମଣ୍ଡପକୁ ସ୍ଥାନାନ୍ତର…
- Floods in Odisha:ଟ୍ରାକ୍ଟରରେ ବନ୍ୟା ପ୍ରଭାବିତ ଅଞ୍ଚଳକୁ ପରିଦର୍ଶନ କଲେ ଜିଲ୍ଲାପାଳ;ଭୟଭୀତ ନ ହୋଇ ଆଶ୍ରୟସ୍ଥଳୀରେ ରହିବାକୁ ପରାମର୍ଶ
- ଆସନ୍ତାକାଲି ବନ୍ଦ ରହିବ ଭଦ୍ରକ ଓ ନବରଙ୍ଗପୁରର ସମସ୍ତ ସ୍କୁଲ ଏବଂ ଅଙ୍ଗନବାଡ଼ି କେନ୍ଦ୍ର
- ସ୍କୁଲରୁ ନିଖୋଜ, ପୋଲିସ ରିଜର୍ଭ ଗ୍ରାଉଣ୍ଡରୁ ମିଳିଲା ଶବ: ରାଜଧାନୀରେ ୭ ବର୍ଷର ନାବାଳିକା ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ
- ଫେଲ୍ ମାରିଲା ସ୍କାମରଙ୍କ ଚାଲ୍! ଲୋକସଭାରେ ସରକାର ଦେଲେ ତଥ୍ୟ, ବ୍ଲକ୍ ହେଲା ୧୫ ଲକ୍ଷ ସିମ୍ ଓ ୩୨ ଲକ୍ଷ ବ୍ୟାଙ୍କ ଆକାଉଣ୍ଟ
- ଗଞ୍ଜେଇ ଚୋରାଚାଲାଣ କରିଥିବା ଅଭିଯୋଗରେ ୨ ଗିରଫ
- ୨୦୩୬ ବେଳକୁ ଟଙ୍କାର ମହତ୍ୱ ରହିବନି: ଏଲନ୍ ମସ୍କ
Comments are closed.