Latest Odisha News

BREAKING NEWS

ହଜାତ ମୃତ୍ୟୁ ଘଟଣା; ପରିବାର ଉପସ୍ଥିତିରେ ସ୍ୱର୍ଗଦ୍ୱାରରେ ମୃତ ଯୁବକର ହେଲା ଶବଦାହ; ଭିଡ଼ିଓ ସେୟାର କଲା ପୋଲିସ

ପୁରୀ: ପୁରୀ ହଜାତ ମୃତ୍ୟୁ ଘଟଣାରେ ପ୍ରାଣ ହରାଇଥିବା ଯୁବକର ଶେଷକୃତ୍ୟ ତାର ପରିବାର ଲୋକଙ୍କ ଉପସ୍ଥିତିରେ ସ୍ୱର୍ଗଦ୍ୱାରଠାରେ ସମ୍ପନ୍ନ କରାଯାଇଛି।

ଏନେଇ ପୁରୀ ଏସପି ଶନିବାର ଦିନ ଟ୍ୱିଟରରେ ଏକ ଭିଡିଓ ସେୟାର କରିଛନ୍ତି।


ଉଲ୍ଲେଖଯୋଗ୍ୟ, ଏହି ଘଟଣାରେ ମୃତକର ପରିବାର ସଦସ୍ୟ ଏହା ପୂର୍ବରୁ ଗଣମାଧ୍ୟମରେ କହିଥିଲେ ଯେ ସେମାନଙ୍କୁ ନଜଣାଇ ପୋଲିସ ମୃତ ରମେଶଙ୍କ ଶବଦାହ କରିଛି।

ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୋଷ୍ଟମର୍ଟମ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିବା ପୋଲିସ କହିଥିଲା।

Comments are closed.