ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ କରୋନା ଭୂତାଣୁ ଟିକା ନେଇ ଏକ ବଡ଼ ବୟାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଏହି ଟିକା କେବେ ଆସିବ, ଆମେ ସମୟ ସ୍ଥିର କରିପାରିବୁ ନାହିଁ, ଏହା ବୈଜ୍ଞାନିକମାନଙ୍କ ହାତରେ। ମଙ୍ଗଳବାର ଆଠଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଏକ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ଏହା କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଏହି ପ୍ରସଙ୍ଗରେ କିଛି ଲୋକ ରାଜନୀତି କରୁଛନ୍ତି, କିନ୍ତୁ ରାଜନୀତିକୁ କେହି ଅଟକାଇ ପାରିବେ ନାହିଁ। ସୂଚନା ଅନୁଯାୟୀ ପିଏମ୍ ମୋଦୀ କହିଛନ୍ତି ଟୀକା ଆସିବା ପରେ ଆଜଧାଡିର କର୍ମଚାରୀମାନେ ସମସ୍ତଙ୍କ ପ୍ରାଥମିକତା ହେବା ଉଚିତ। ଏହାସହିତ ରାଜ୍ୟମାନଙ୍କୁ ଏକାଠି କାମ କରିବାକୁ ପଡ଼ିବ।
BREAKING NEWS
- CJP Protest: ୯୮୯ ଜଣ ହିଷ୍ଟ୍ରିସିଟରଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ, ଗିରଫ ପାଇଁ ୨୦ଟି ଦଳ ଗଠିତ
- ପ୍ରବଳ ବର୍ଷା ଆଲର୍ଟ; ରାଜ୍ୟର ୧୦ ଜିଲ୍ଲାରେ ସ୍କୁଲ ଓ କଲେଜ ଛୁଟି…
- କନଷ୍ଟେବଳ ସୌମ୍ୟ ହତ୍ୟା ମାମଲାରେ ପ୍ରାଥମିକ ଚାର୍ଜସିଟରେ ସାଂଘାତିକ ତଥ୍ୟ ଦେଲା କ୍ରାଇମବ୍ରାଞ୍ଚ…
- Monsoon Session: ସଂସଦରେ ବିରୋଧୀଙ୍କ ହଙ୍ଗାମା, ୨ଟା ଯାଏଁ ରାଜ୍ୟସଭା ମୁଲତବୀ, ରାହୁଲଙ୍କ ଭାଷଣ ଉପରେ ସମସ୍ତଙ୍କ ନଜର
- ଆଜି ଶ୍ରୀବିଗ୍ରହଙ୍କ ବନକଲାଗି ନୀତି, ସନ୍ଧ୍ୟା ୬ଟାରୁ ରାତି ୧୧ ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ
- Marriage Equality: “କେବଳ ସ୍ବାମୀ କାହିଁକି…ସ୍ତ୍ରୀ ବି ବହନ କରନ୍ତୁ ଘର ଏବଂ ପିଲାଙ୍କ ଖର୍ଚ୍ଚ…”
- Book on President: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜୀବନଯାତ୍ରା ଏବେ ପୁସ୍ତକରେ, ‘ଆମ ରାଷ୍ଟ୍ରପତି: ଆମ ଗୌରବ’ ଉନ୍ମୋଚନ କଲେ ଉପରାଷ୍ଟ୍ରପତି
- Protest Found Love: ଆସିଥିଲେ ପ୍ରତିବାଦ କରିବା ପାଇଁ… ହେଲେ ଘରକୁ ଫେରିଲେ ଜୀବନସାଥିଙ୍କ ହାତ ଧରି…
- ପିଲା ପଢ଼ିବେ ସେୟାର ମାର୍କେଟ୍ ପାଠ: ମାଗଣାରେ ମିଳିବ ଆର୍ଥିକ କାରବାରର ତାଲିମ
- ବନ୍ୟା ମୁକାବିଲା ପାଇଁ ସଜାଗ ରାଜ୍ୟ ସରକାର, ୩ ଜିଲ୍ଲା ପାଇଁ ସ୍ୱତନ୍ତ୍ର IAS ଅଧିକାରୀ ନିଯୁକ୍ତ
Comments are closed.