ମୁମ୍ବାଇ: କରୋନା ମହାମାରୀ ଯୋଗୁ ୨୦୨୦ରେ ସିନେମା ହଲ ନୀରବ ହୋଇ ଯାଇଥିଲା । ଏବେ ସ୍ଥିତି ଧିରେ ଧିରେ ସାଧାରଣ ହେବା ସହ ଫିଲ୍ମ ଶୁଟିଂ ଆରମ୍ଭ ହୋଇଯାଇଛି । ୨୦୨୧ ବଲିଉଡରେ କେତେକ ନୂତନ ଅନସ୍କ୍ରିନ ଯୋଡି ଦେଖିବାକୁ ମିଳିବ । ଅବଶ୍ୟ ଏହା ଦର୍ଶକଙ୍କୁ ପସନ୍ଦ ହେବ କି ନାହିଁ ତାହା ସମୟ କହିବ ।
ରଣବୀର-ଶ୍ରଦ୍ଧା: ଲଭରଂଜନ ଫିଲ୍ମରେ ପ୍ରଥମ ଥର ପାଇଁ ରଣବୀର କାପୁର ଓ ଶ୍ରଦ୍ଧା କାପୁର ଏକତ୍ର ଅଭିନୟ କରିବାକୁ ଯାଉଛନ୍ତି ।
ପ୍ରଭାସ-ଦିପୀକା: ବାହୁବଳୀ ଫେମ୍ ପ୍ରଭାସ ଏବଂ ଦୀପିକା ପାଦୁକୋନଙ୍କୁ ପ୍ରଥମ ଥର ସ୍କ୍ରିନ ଶେୟାର କରିବାକୁ ଯାଉଛନ୍ତି । ନାଗ ଅଶ୍ୱିନଙ୍କ ମେଗା ବଜଟେ ଫିଲ୍ମରେ ସେମାନେ ଅଭିନୟ କରୁଛନ୍ତି ।
ରଣବୀର-ଜ୍ୟାକଲିନ୍: ରୋହିତ ଶେଟ୍ଟିଙ୍କ ସର୍କସ ଫିଲ୍ମରେ ରଣବୀର ସିଂ ଓ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ ଏକାଠି ଆସୁଛନ୍ତି । ଏଥିରେ ରଣବୀର ଓ ପୂଜା ହେଗେଡଙ୍କୁ ମଧ୍ୟ ଦେଖିବାକୁ ମିଳିବ ।
ସିଦ୍ଧାନ୍ତ-ଦୀପିକା: ଶକୁନ ବାତ୍ରାଙ୍କ ଏକ ଫିଲ୍ମରେ ସିଦ୍ଧାନ୍ତ ଚର୍ତୁବେଦୀ ଓ ଦୀପିକା ପାଦୁକୋନ ଅଭିନୟ କରୁଛନ୍ତି ।
ସିଦ୍ଧାନ୍ତ-କଟ୍ରିନା; ଗୁରମିତ ସିଂଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହେଉଥିବା ଭୂତ ଫିଲ୍ମରେ ସିଦ୍ଧାନ୍ତ ଚର୍ତୁବେଦୀ ଓ କଟ୍ରିନା କୈଫଙ୍କ କେମେଷ୍ଟ୍ରି ଦେଖିବାକୁ ମିଳିବ ।
BREAKING NEWS
- ଡରିବିନି ଡିସେମ୍ବରରେ ବାଂଲାଦେଶ ଯିବି, ‘ଭୟ ମୋର କର୍ତ୍ତବ୍ୟ ସ୍ଥିର କରିପାରିବ ନାହିଁ’ : ହସିନା
- ଅକ୍ଟୋବରରେ ୨୩ରେ ‘ପିପୁଲ୍ ଏଗେନଷ୍ଟ SIR’ ପକ୍ଷରୁ ରାଜ୍ୟବ୍ୟାପୀ ଆନ୍ଦୋଳନ ଡାକରା
- ଶ୍ରୀମନ୍ଦିରରେ ମା’ ବିମଳା ଦେବୀଙ୍କ ବିଶେଷ ନୀତି; କାଲି ସକାଳ ୮ଟାରୁ ଦର୍ଶନ ଆରମ୍ଭ
- ଅକ୍ଟୋବର ୨୦ରୁ ଏହି ୪ ମେମୁ ଟ୍ରେନ୍ ବାତିଲ…
- କମିଶନରେଟ ପୋଲିସର ‘ଏକ୍ସ’ ଆକାଉଣ୍ଟ ହ୍ୟାକ୍
- ବଢ଼ିଲା ଅଡ଼ୁଆ; ଆଉ ୨ ଦିନ ଜେଲରେ ବିତାଇବେ CJPର ଆଶୁତୋଷ ରାଙ୍କା ଓ ସୌରଭ ଦାସ
- ଚଳିତ ବର୍ଷ ନିରାଡମ୍ବର ଭାବେ ଦୁର୍ଗା ପୂଜା ପାଳନ କରିବେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କାହିଁକି…
- ଟାଇଗର ଶ୍ରଫ ଗୁଳିକାଣ୍ଡ ମାମଲାରେ ନୂଆ ଖୁଲାସା; ନାବାଳକ ଅଭିଯୁକ୍ତର ବାପା କହିଲେ – ପୁଅ ଦୁଇ ମାସ ପୂର୍ବରୁ ଘରୁ ଚାଲିଯାଇଥିଲା…
- ଇମ୍ରାନଙ୍କ ପୁଅଙ୍କ ସାକ୍ଷାତକାର ନେଇ ଅଡୁଆରେ ନାସିର ହୁସେନ୍, ମାଇକେଲ ଆର୍ଥଟନ
- ହତ୍ୟା ଯୋଜନା କରିଥିଲେ ବାପା…ପୁଅ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

Comments are closed.