ଷ୍ଟକହୋମ୍: ସ୍ୱିଡେନର ଷ୍ଟକହୋମ୍ରେ ଏପରି ଏକ ହୋଟେଲ ଅଛି ଯାହା କି ସମ୍ପୂର୍ଣ୍ଣ ଭାବେ ବରଫରେ ତିଆରି । ବରଫ ଜମିବା ପରେ ଏହି ହୋଟେଲ ତିଆରି କରାଯାଏ । ବିଭିନ୍ନ ସ୍ଥାନରେ ପର୍ଯ୍ୟଟକମାନେ ଏଠାକୁ ଛୁଟି କଟାଇବା ପାଇଁ ଆସନ୍ତି । ପରେ ବରଫ ତରଳିବା ପରେ ହୋଟେଲ ମଧ୍ୟ ତରଳିଯାଇଥାଏ ।
୧୯୮୯ରୁ ଏହି ହୋଟେଲ ପ୍ରତ୍ୟେକ ବର୍ଷ ତିଆରି କରାଯାଏ । ଏଥିପାଇଁ ୨୫୦୦ ଟନ ବରଫ ନଦୀରୁ ବାହାର କରାଯାଇଥାଏ । ଏଥିରେ କଳାକାର ମାନେ ଆକର୍ଷଣୀୟ ଶୈଳୀରେ ରୁମ୍ ପ୍ରସ୍ତୁତ କରିଥାନ୍ତି । ପ୍ରତିବର୍ଷ ୫୦ ହଜାର ପର୍ଯ୍ୟଟକ ଏହି ରୁମଗୁଡିକରେ ରହିବା ପାଇଁ ଆସନ୍ତି । ଏଥିପାଇଁ ଦୈନିକ ୧୭୦୦୦ ଟଙ୍କା ଦେବାକୁ ପଡିଥାଏ ।
BREAKING NEWS
- ମସଜିଦରେ ଚୁମ୍ବନ ଦେଲେ ମୃତ୍ୟୁଦଣ୍ଡ! ସାଉଦି ଆରବରେ ବାଂଲାଦେଶୀ ଦମ୍ପତିଙ୍କୁ ମୃତ୍ୟୁଦଣ୍ଡ ଘଟଣାରେ ଢାକାରେ ଉତ୍ତେଜନା
- ଧମାକାଦାର ପ୍ରଦର୍ଶନ ପରେ ଭାବୁକ ହେଲେ ହରମନପ୍ରୀତ, ଲୁହ ଝରିଲା ଆଖିରୁ
- ଏଲଏନଜି ସଙ୍କଟ ଜାରି, ବିଷାକ୍ତ ହେବ ପାକିସ୍ତାନ ବାୟୁ
- Bhakta Das on Kotia Issue: “କେନ୍ଦ୍ରରେ ସରକାର ବଞ୍ଚାଇବାକୁ ଓଡ଼ିଶାର ସ୍ୱାର୍ଥ ସହ ସାଲିସ୍ କରୁଛି ବିଜେପି”, କୋଟିଆ ପ୍ରସଙ୍ଗରେ ବର୍ଷିଲେ ଭକ୍ତ…
- Governor Celebrates Vijayadashami: ଏସ୍ଓଏସ୍ ଚିଲ୍ଡ୍ରେନ୍ସ ଭିଲେଜ୍ରେ ଦଶହରା ପାଳିଲେ ନୂଆ ରାଜ୍ୟପାଳ, କୁନି ପିଲାଙ୍କ ସହ ବାଣ୍ଟିଲେ ଖୁସି…
- ରାବଣ ନାମରେ ୩୪ଟି ଗାଁ ! ରାଜସ୍ଥାନ ଆଗରେ
- Naveen Backs CJP Leaders: କକ୍ରୋଚ୍ ଜନତା ପାର୍ଟି ସମର୍ଥନରେ ବାହାରିଲେ ନବୀନ ପଟ୍ଟନାୟକ! ଆଶୁତୋଷ ଓ ସୌରଭଙ୍କୁ ତୁରନ୍ତ ମୁକ୍ତ କରିବାକୁ କଲେ ଦାବି
- ଚାଷୀଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମର ‘ବେଦାମୃତ’; ମହୁମାଛି ପାଳନ…
- କିମ ଜୋଙ୍ଗ ଉନଙ୍କ ମୃତ୍ୟୁ ଖବର ଗୁଜବକୁ ଖଣ୍ଡନ କଲା ଉତ୍ତର କୋରିଆ
- ଷ୍ଟାର୍କଙ୍କ ଐତିହାସିକ ରେକର୍ଡ: ୪୫୦ ଟେଷ୍ଟ ୱିକେଟ୍ ନେବାରେ ବିଶ୍ୱର ପ୍ରଥମ ବାମହାତୀ ଦ୍ରୁତ ବୋଲର

Comments are closed.