ନୂଆଦିଲ୍ଲୀ: ସୁପର୍ହିଟ୍ ହିନ୍ଦୀ ‘ହମ୍’କୁ ୩୦ ବର୍ଷ ପୂରିଛି। ବହୁ ପ୍ରଶଂସିତ ସଂଗୀତ କାଷ୍ଟ ଚଳଚ୍ଚିତ୍ର ମଧ୍ୟରୁ ମୁକୁଲ ଆନନ୍ଦ ନିର୍ଦ୍ଦେଶକ ହମ୍ ୧୯୯୧ ରେ ମୁକ୍ତିଲାଭ କରିଥିଲା ଏବଂ କେବଳ ଅଭିନୟ, କାହାଣୀ ନୁହେଁ ସୁପର-ହିଟ୍ ଗୀତ ପାଇଁ ମଧ୍ୟ ଏହା ଆଜି ବି ଦର୍ଶକଙ୍କ ହୃଦୟରେ ତାଜା ରହିଛି। ଏହି ଚଳଚ୍ଚିତ୍ରରେ ଅମିତାଭ ବଚ୍ଚନ, ରଜନୀକାନ୍ତ, ଗୋବିନ୍ଦା, କିମି କାଟକର୍, ଦୀପା ସାହି, ଶିଳ୍ପା ଶିରୋଦକର, ଡାନି ଡେନଜୋଙ୍ଗପା, କାଦର ଖାନ, ଅନୁପମ ଖେର ଏବଂ ଅନୁ କପୁର ପ୍ରମୁଖ ଭୂମିକାରେ ଅଭିନୟ କରିଥିଲେ। ଏହାସହିତ ସମସ୍ତ କଳାକାରଙ୍କ ବେଶ୍ ଉତ୍କୃଷ୍ଟ ପ୍ରଦର୍ଶନ କରିଥିଲେ।
BREAKING NEWS
- ଟେକ୍ଅଫ୍ ପରେ ଇଣ୍ଡିଗୋ ବିମାନରେ ଯାନ୍ତ୍ରିକ ତ୍ରୁଟି, ପୁଣେରେ ଜରୁରୀ ଅବତରଣ
- ୪୯ ବର୍ଷ ପୂର୍ବ ଯାତ୍ରା ଆରମ୍ଭ…ପୃଥିବୀଠାରୁ ୨୬ ଅରବ କିମି ଦୂରରେ ପହଞ୍ଚିବ Voyager-1, ମାନବ ଇତିହାସରେ କେବେ ଯାଇନଥିଲା ଏତେ ଦୂରତା!
- ଝାରସୁଗୁଡ଼ାରେ ୪୦୦ରୁ ଅଧିକ ଗୃହପାଳିତ ପଶୁଙ୍କୁ ଚିକିତ୍ସା ସେବା ଯୋଗାଇଛି ବେଦାନ୍ତ ଆଲୁମିନିୟମ
- Elephant Death Case:ହାତୀ ମୃତ୍ୟୁ ଘଟଣାରେ ଆକ୍ସନ;ଦୁଇ ବନ କର୍ମଚାରୀ ନିଲମ୍ବିତ
- ‘ଓଡ଼ିଆ ବିଭବ’ର ନବକଳେବର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ
- Budhi Diwali: ଦୀପାବଳିର ମାସକ ପରେ ପୁଣି ଆଲୋକର ପର୍ବ! କ’ଣ ଏହି ‘ବୁଢ଼ୀ ଦୀପାବଳି’? ଜାଣନ୍ତୁ ଏହାର ରୋଚକ ରହସ୍ୟ…
- ଅଣ୍ଡର-୧୯ ଏସିଆ କପ୍ ଫାଇନାଲ୍: ପାକିସ୍ତାନୀ ପ୍ରଶଂସକଙ୍କ ‘ସେହୱାଗ୍’ ନାରାରେ ଆଶ୍ଚର୍ଯ୍ୟ ଥିଲେ ଆର୍ଯ୍ୟବୀର
- CM DK’s Metro Moment with Modi: ‘ଟିକେଟ୍ କାଟିବାକୁ ଟଙ୍କା ନଥିଲା, ନିଜ ହାତରୁ ମୋ ପାଇଁ ଟିକେଟ୍ କାଟିଥିଲେ ମୋଦି…’; ମଜାଦାର ଅନୁଭୂତି ବଖାଣିଲେ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର
- DPDP Act: ଏଣିକି ଆପଣଙ୍କ ଅନୁମତି ବିନା ବ୍ୟବହାର ହୋଇପାରିବନି ବ୍ୟକ୍ତିଗତ ତଥ୍ୟ! ସରକାର ଆଣିଲେ ନୂଆ ବ୍ୟବସ୍ଥା…
- ବକ୍ସ ଅଫିସରେ ରେକର୍ଡ଼ ଭାଙ୍ଗୁଛି ‘ରାମାୟଣ’; ୧୦ ଦିନରେ ୧୨୦୦ କୋଟି ପାର୍
Comments are closed.