Latest Odisha News

BREAKING NEWS

ବଡ ଧରଣର ଡକାୟତି ପାଇଁ ଯୋଜନା ବେଳେ ପହଞ୍ଚିଲା ପୋଲିସ, ୪ ଗିରଫ

ଗଂଜାମ: ଏକ ବଡ ଧରଣର ଡକାୟତି ଉଦ୍ୟମକୁ ପଣ୍ଡ କରିଛି ଖଲ୍ଲିକୋଟ ପୋଲିସ । ଆଜି ୧୬ ନମ୍ବର ଜାତୀୟ ରାଜପଥରେ ଏକ ବଡ଼ଧରଣର ଡକାୟତି ପାଇଁ ଯୋଜନା ଚାଲିଥିବା ବେଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯାଇଥିଲା । ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ

ସେମାନଙ୍କଠାରୁ ୬ଟି ପିସ୍ତଲ, ୨ଟି ବନ୍ଧୁକ, ୩ଟି ବାଇକ ସମେତ ମୋବାଇଲ ଫୋନ ଓ ଲଙ୍କାଗୁଣ୍ଡ ଓ ôର୍ଚ୍ଚ ଆଦି ଜବତ କରିଛି। ରାସ୍ତାରେ ଯାଉଥିବା ଲୋକଙ୍କ ଆଖିରେ ଲଙ୍କାଗୁଣ୍ଡ ପକାଇ ସେମାନେ ଡକାୟତି କରିବାକୁ ଯୋଜନା କରୁଥିବା ଜଣାପଡିଛି ।

Leave A Reply

Your email address will not be published.