Latest Odisha News

BREAKING NEWS

ଘର ଉପରକୁ ମାଡିଗଲା ଟ୍ରକ, ୩ଗୁରୁତର

ଯାଜପୁର : ଦଶରଥପୁର ବ୍ଲକର ମାଉଁରିଚୁଆରେ ଘର ଉପରକୁ ମାଡିଗଲା ଦଶଚକିଆ ଟ୍ରକ । ଫଳରେ ୩ ଜଣ ଗୁରୁତର ହୋଇଛନ୍ତି ।
ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନା ଅନୁଯୟୀ, ରାସ୍ତା କଡରେ ଥିବା ଅଶୋକ ଜେନାଙ୍କ ଛାତଘର ଉପରକୁ ଆଜି ହଠାତ ଟ୍ରକଟି ମାଡ଼ିଆସିଥିଲା । ଏଥିରେ ଅଶୋକଙ୍କ ପତ୍ନୀ ସସ୍ମିତା ଜେନା, ୭ ବର୍ଷର ଝିଅ ଓ ଅନ୍ୟ ଜଣେ ଆହତ ହୋଇଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଟ୍ରକ ଜବତ କରିହା ସହିତ ଗୁରୁତରମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।

Leave A Reply

Your email address will not be published.