ଭଦ୍ରକ: ଧାନ କିଣାରେ ଅନିୟମିତତା ଅଭିଯୋଗରେ ତାତିଲେ ଚାଷୀ । ରାସ୍ତାରେ ଧାନ ଢ଼ାଳି ପ୍ରତିବାଦ କରିଛନ୍ତି । ଭଦ୍ରକ-ଆନନ୍ଦପୁର ରାଜ୍ୟ ରାଜପଥ ଗଣିଜାଙ୍ଗ ନିକଟରେ ରାସ୍ତା ଉପରେ ଧାନ ଢାଳି ରାସ୍ତା ଅବରୋଧ କରିଲେ ଚାଷୀ । ଗଣିଜାଙ୍ଗ ସେବା ସମବାୟ ସମିତିରେ ଚାଷୀଙ୍କ ଧାନ କିଣାରେ ଅନିୟମିତତାକୁ ନେଇ ରାସ୍ତା ଉପରେ ଏଭଳି ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି ଚାଷୀ । ରାସ୍ତା ଅବରୋଧ କରିଥିବାରୁ ରାସ୍ତାର ଉଭୟ ପାର୍ଶ୍ୱରେ ବାଧାପ୍ରାପ୍ତ ହୋଇଛି ଗାଡ଼ି ମୋଟର ଚଳାଚଳ ।
BREAKING NEWS
- ଖୁବଶୀଘ୍ର ଓଡ଼ିଶା ଛୁଇଁବ ମୌସୁମୀ
- କଫ ସିରପ୍ ସହ ବନ୍ଧୁକ ଓ ଜୀବନ୍ତ ଗୁଳି ଚାଲାଣ ବେଳେ ପର୍ଦ୍ଦାଫାଶ, ୪ ଗିରଫ
- ବ୍ରହ୍ମପୁରରେ ପୋଲିସ ବାବୁଙ୍କ ଦେହରେ ଲାଗିଲା ନିଆଁ: ସ୍ତ୍ରୀ ଓ ଶଳାଙ୍କ ନାଁରେ ଆସିଲା ସାଂଘାତିକ ଅଭିଯୋଗ
- ୭ ରାଜ୍ୟରେ ପହଞ୍ଚିଲା ମୌସୁମୀ: ୨୧ ରାଜ୍ୟକୁ ବର୍ଷା ଆଲର୍ଟ
- ଷ୍ଟେସନରେ ଭେଣ୍ଡରଙ୍କଠୁ ବେଆଇନ ବଟି ଆଦାୟ କରି ଆରପିଏଫ୍ ଇନ୍ସପେକ୍ଟର ନିଲମ୍ବିତ
- ବୈଭବଙ୍କ ପାଇଁ ବଦଳିଲା ବିସିସିଆଇର ନିଷ୍ପତ୍ତି, ମା ଓ ବାପା ମଧ୍ୟ ଯିବେ ଇଂଲଣ୍ଡ…
- ଭିଜିଲାନ୍ସ ଜାଲରେ ସରକାରୀ ଯନ୍ତ୍ରୀ, ୨ କୋଟିରୁ ଅଧିକ ନଗଦ ଟଙ୍କା ଜବତ
- କାଳବୈଶାଖୀ ପରେ ଅନ୍ଧାରରେ ରାଜଧାନୀ: ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ କାଟ, ହନ୍ତସନ୍ତ ହେଉଛନ୍ତି ଲୋକେ
- ଭାରତରେ କମୁଛି ଜନ୍ମହାର: ଚିନ୍ତା ପ୍ରକଟ କଲେ ଏଲୋନ ମସ୍କ
- ‘ମୁଁ ହିନ୍ଦୁ ଏବଂ ମୋର ପରିଚୟ ଛାଡିପାରିବି ନାହିଁ…’, କାହିଁକି ଏପରି କହିଲେ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର?
Comments are closed.