Latest Odisha News

BREAKING NEWS

ନିଖୋଜ ୪୪ ଶିଶୁ ଉଦ୍ଧାର

ଭୁବନେଶ୍ୱର: ନିଖୋଜ ଶିଶୁମାନଙ୍କୁ ଉଦ୍ଧାର କରିବା ପାଇଁ ଓଡିଶା ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି।

ରାଜ୍ୟରୁ ଶୁକ୍ରବାର ଦିନ ପ୍ରାୟ ୪୪ ନିଖୋଜ ଶିଶୁଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରେ ୩୪ ଝିଅ ଏବଂ ୧୦ ଜଣ ପୁଅ ରହିଛନ୍ତି ।

ଉଦ୍ଧାର ହୋଇଥିବା ପିଲାମାନଙ୍କୁ ସେମାନଙ୍କ ପିତାମାତାଙ୍କୁ ହସ୍ତାନ୍ତର କରାଯାଇଛି ବୋଲି ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.