ବିଜ୍ଞାନ ଯୁଗରେ ନୁଆ ନୂଆ ଆବିଷ୍କାର ଆମକୁ ବିସ୍ମୟ କରିଆସୁଛି । ବୈଜ୍ଞାନିକଙ୍କ ପାଖରେ ସବୁ ଅସମ୍ଭବକୁ ସମ୍ଭବ କରିବାର ରହିଛି କ୍ଷମତା । ହେଲେ ପ୍ରକୃତି ଭିିତରେ ଏମିତି କିଛି ଘଟଣା ଘଟୁଛି ଯାହାକି ଭେଦ କରିବାକୁ ବୈଜ୍ଞାନିକ ବି ସଫଳ ହୋଇନାହାନ୍ତି । ଆମ ଚାରିପଟେ ଏମିତି ବହୁ ରହସ୍ୟ ରହିଛି । ଯେଉଁ ରହସ୍ୟ ଭେଦ କରିବା ଆମ ପକ୍ଷେ ସମ୍ଭବ ହୋଇପାରିନି । ଏମିତି କିଛି ରହସ୍ୟମୟ ଘଟଣା ଦେଖିବା କେରଳର ପଦ୍ମନାଭ ସ୍ୱାମୀ ମନ୍ଦିରରେ । ଯେଉଁଠି ବର୍ଷ ବର୍ଷ ଧରି ଗୋଟିଏ ଶାକାହାରୀ କୁମ୍ଭୀର ରହି ଆସୁଛି । ଆଉ ସେହି କୁମ୍ଭୀରକୁ ନେଇ ଦେଖିବା ରହସ୍ୟର ଏହି ରିପୋର୍ଟ ‘ଶାକାହାରୀ ଭବ୍ୟା’
BREAKING NEWS
- WB By-polls: ଉପନିର୍ବାଚନ ପୂର୍ବରୁ ସାୟୋନୀଙ୍କ ବଡ ବୟାନ! ବଢ଼ିଲା ରାଜନୈତିକ ତାତି…
- Dengue Vaccine: ଡେଙ୍ଗୁକୁ ଟକ୍କର ଦେବ ଟିକା! ଭାରତକୁ ଆସୁଛି QDENGA, ଜାଣନ୍ତୁ କେତେ ପ୍ରଭାବୀ…
- ପିଲାଙ୍କ ପାଇଁ ବିପଦ କୁକୁର, ୬ ମାସର ଶିଶୁକୁ ଝୁଣି ପକାଇଲା ପିଟବୁଲ୍…
- ବିନା ଅନୁମତିରେ ଗଛ କାଟ୍ ଓ ଆର୍ଥିକ ଅନିୟମିତତା ଅଭିଯୋଗରେ ଫରେଷ୍ଟର ନିଲମ୍ବିତ
- ମିଡ୍- ଡେ ମିଲରେ ଚିକେନ୍ ବିରିଆନୀ: ଏହି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବଡ଼ ଯୋଜନା
- ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ; ନିଆଁରେ ପୋଡ଼ି ହୋଇ ୫ ଶିଶୁ ଗୁରୁତର
- ନୂଆ ବିଲ୍ ଉପରେ ଟ୍ରମ୍ପଙ୍କ ମୋହର, ଭାରତ-ଚୀନ୍ ଉପରେ ଲାଗିପାରେ ୧୦୦% ଶୁଳ୍କ
- କୁନୋରେ ସଫଳ ହେଉଛି ‘ଚିତା ପ୍ରକଳ୍ପ’; ୪ ଶାବକ ଜନ୍ମ
- ଆଜି ସନ୍ଧ୍ୟା ସୁଦ୍ଧା ଆଣ୍ଡାମାନ ସାଗରରେ ହୋଇପାରେ ଲଘୁଚାପ କ୍ଷେତ୍ର ସୃଷ୍ଟି
- ବାର୍ଷିକ ପ୍ରାୟ ୩,୦୦୦ କୋଟି ଟଙ୍କାର ଆୟକର ଦେଉଛି ବିସିସିଆଇ

Comments are closed.