Latest Odisha News

BREAKING NEWS

ଅନୁଭବ-ବର୍ଷା ବିବାଦ ମାମଲା: ମେ’ ୧୭ରେ ଶୁଣାଣି କରିବେ କଟକ ଏସଡିଜିଏମ କୋର୍ଟ 

କଟକ: ମେ’ ୧୭ରେ ଶୁଣାଣି ହେବ ଅନୁଭବ-ବର୍ଷା ବିବାଦ ମାମଲା । ଶୁଣାଣୀ କରିବେ କଟକ ଏସଡିଜିଏମ କୋର୍ଟ । 

ପୂର୍ବରୁ ବର୍ଷା ଅନୁଭବ ଓ ତାଙ୍କ ପରିବାରଙ୍କ ବିରୋଧରେ ପାରିବାରିକ ହିଂସା ଓ ମାନସିକ ଅତ୍ୟାଚାରର ଅଭିଯୋଗ ଆଣି କଟକ ଏସଡିଜେମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହାପୂର୍ବରୁ ସାଂସଦ ଅନୁଭବ ଏହି ପାରିବାରିକ ବିବାଦକୁ ନେଇ ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟରେ ଛାଡପତ୍ର ଆବେଦନ କରିଥିଲେ ପରେ ଏହି ଦୁଇ ପୃଥକ ମାମଲାର ଏକାସାଥୀରେ ଶୁଣାଣୀ କରିବାକୁ ବର୍ଷା କୋର୍ଟରେ ଆବେଦନ କରିଥିଲେ ଏବଂ ତାଙ୍କ ଅପିଲକୁ ଅନୁମତି ମିଳିବା ପରେ ଆସନ୍ତା ମେ ୧୭ ତାରିଖରେ ଅନୁଭବ-ବର୍ଷାଙ୍କ ମାମଲାର ଶୁଣାଣୀ ହେବାକୁ ଯାଉଛି ।

Leave A Reply

Your email address will not be published.