Latest Odisha News

BREAKING NEWS

ସିଏମ୍‌ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀଙ୍କୁ କରୋନା; କ୍ୱାରେଣ୍ଟାଇନ୍‌ରେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନୀତା କେଜ୍ରିୱାଲ ମଙ୍ଗଳବାର ଦିନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ପତ୍ନୀ ସୁନୀତାଙ୍କ କରୋନା ରିପୋର୍ଟ ପଜିଟିଭ ଆସିବା ପରେ ସିଏମ ଅରବିନ୍ଦ କେଜ୍ରିୱାଲ ନିଜକୁ ପୃଥକ୍‌ ରଖିଛନ୍ତି। ଏ ନେଇ ଏପର୍ଯ୍ୟନ୍ତ କୌଣସି ସରକାରୀ ବିବୃତ୍ତି ପ୍ରକାଶ ପାଇନାହିଁ।

ଜୁନ୍ ୨୦୨୦ରେ, ଅରବିନ୍ଦ କେଜ୍ରିୱାଲ ସଂକ୍ରମଣରେ ଆକ୍ରାନ୍ତ ହୋଇଥିଲେ। ପରେ ସେ ଏଥିରୁ ସୁସ୍ଥ ହୋଇଥିଲେ।

Leave A Reply

Your email address will not be published.