ମାଲକାନଗିରି:ପୁଣି ଲାଲ ତାଣ୍ଡବ । ମାଲକାନଗିରି ଛତିଶଗଡ ସିମାନ୍ତ ବସ୍ତର ଜିଲ୍ଲାରେ ପୁଣି ମାଓ ହିଂସା ଦେଖିବାକୁ ମିଳିଛି । ଅପରେସନ ପ୍ରହାରକୁ ବିରୋଧ କରିଛନ୍ତି ମାଓବାଦୀ ମାନେ । ଗୋଟିଏ ପ୍ରୋକଲିନ ମେସିନକୁ ନିଆଁ ଲଗାଇ ପୋଡି ଦେଲେ ଲାଲ୍ ବାହିନୀ । ୧୫ରୁ ୨୦ ଜଣ ସଶସ୍ତ୍ର ନକ୍ସଲ ଛୋଟେ ଡଙ୍ଗର ଗାଁରେ ପହଞ୍ଚି ରାସ୍ତା ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ପ୍ରୋକଲିନକୁ ନିଆଁ ଲଗାଇ ପୋଡି ଦେଇଛନ୍ତି । ଘଟଣା ସ୍ଥଳରେ ମାଓବାଦୀ ମାନେ କିଛି ହାତ ଲେଖା ପୋଷ୍ଟର ବି ଛାଡି ଯାଇଛନ୍ତି । ଯେଉଁ ପୋଷ୍ଟରରେ ଉଲ୍ଲେଖ ରହିଛି ଯେ ଅପରେସନ ପ୍ରହାରକୁ ବିରୋଧ କରି ପୂର୍ବ ବସ୍ତର ଡିଭିଜନର ମାଓ ସଂଗଠନ ଏହି ଘଟଣା ଘଟାଇଛନ୍ତି । ଏହାର ବିରୋଧ କରିବା ସହିତ ଆସନ୍ତା ୨୬ ତାରିଖ ଭାରତ ବନ୍ଦ ଡାକରା ଦେଇଛନ୍ତି ମାଓବାଦୀ ।
BREAKING NEWS
- ଗିଲଙ୍କ ଶତକ, ତୃତୀୟ ଥର ପାଇଁ ଗୁଜରାଟ ଫାଇନାଲରେ
- ବିଷାକ୍ତ ମଦ ପିଇ ୧୫ ଜଣଙ୍କର ମୃତ୍ୟୁ, ଅନେକ ଗୁରୁତର
- ଭାରତକୁ ସବଷ୍ଟ୍ରେଟ୍ ଉତ୍ପାଦନ ପ୍ରଯୁକ୍ତି ଆଣିବାକୁ ଓଡ଼ିଶା ସରକାର ଏବଂ ଇଣ୍ଟେଲ୍ ଓ ୩ ଡିଜିଏସ୍ ମଧ୍ୟରେ ବୁଝାମଣାପତ୍ର ସ୍ଵାକ୍ଷରିତ
- ପୂନର୍ବାର ଶତକ ସୁଯୋଗ ହାତଛଡା କଲେ ବୈଭବ
- ବାରଙ୍ଗ ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ: ପୋଲିସ କମିଶନରଙ୍କୁ ରିପୋର୍ଟ ମାଗିଲେ ଡିଜିପି
- ରିଲିଜ୍ ପୂର୍ବରୁ ବିବାଦରେ ‘ହୈ ଜୱାନି ତୋ ଇଶ୍କ ହୋନା ହୈ’, ନିର୍ମାତାଙ୍କ ବିରୋଧରେ ୪୦୦ କୋଟିର ମାମଲା ଦାୟର
- କୋଇଲା ବୋଝେଇ ଟ୍ରେନ୍ରେ ନିଆଁ
- ଉପରାଷ୍ଟ୍ରପତିଙ୍କ ଦ୍ୱାରା ପାଞ୍ଚଟି ଜାତୀୟ ପ୍ରୟାସର ଶୁଭାରମ୍ଭ; ଦ ଆର୍ଟ ଅଫ ଲିଭିଙ୍ଗର ୪୫ ବର୍ଷ ପୂର୍ତ୍ତି ଅବସରରେ ସ୍ମାରକ ଡାକ ଟିକେଟ୍ ଉନ୍ମୋଚନ
- ୫୦୦ରୁ ଊର୍ଦ୍ଧ୍ୱ ପ୍ରଜାତିର ସବୁଜିମାରେ ଖେଳାଯାଉଛି ଫ୍ରେଂଚ ଓପନ
- ଡିଫଲ୍ଟର ଓମଫେଡ ଡିଲରଙ୍କୁ ଆଉ ତ୍ରାହି ନାହିଁ, ୭ ଦିନରେ ବକେୟା ନଦେଲେ ରଦ୍ଦ ହେବ ଲାଇସେନ୍ସ…
Comments are closed.