ପୁରୀ: ଆମେ ବଂଚୁଥିବା ଜୀବନ ଅନେକ ରହସ୍ୟରେ ଭରପୂର । ଦୈନନ୍ଦିନ ଜୀବନରେ ଆମେ ଯାହା କିଛି କରୁଛୁ ଆସନ୍ତୁ ଜାଣିବା ତାହାର ଲେଖା ଯୋଖା ହିସାବ ।
୧.ଆମେ ଆମ ଜୀବନକାଳ ମଧ୍ୟରେ ଯେତିକି ଲାଳ ଗଡାଉଛେ ତାହା ଯଦି ରଖାଯାଏ ତେବେ ୨ଟି ସୁଇମିଂ ପୁଲ ହୋଇଯିବ ।
୨.ଜଣେ ବ୍ୟକ୍ତି ତା ଜୀବନରେ ୧୮୩୭୫୫୬୦୦ ପାଦ ଚାଲିଥାଏ । ଯାହା କି ପୃଥିବୀର ୪ ଥର ପରିକ୍ରମା ସହ ସମାନ ।
୩. ଜଣେ ପ୍ରାପ୍ତ ବୟସ୍କ ତା ଜୀବନର ପ୍ରାୟ ୧ ବର୍ଷ ସୁନ୍ଦରୀ ମହିଳାଙ୍କୁ ଅନାଇବାରେ କାଟି ଦେଇଥାଏ ।
୪. ଜୀବନର ୩ ମାସ ଜଣେ ବ୍ୟକ୍ତି ଶୌଚ ହେବାରେ କାଟି ଦେଇଥାଏ ।
୫. ମହିଳାମାନଙ୍କ ଜୀବନର ୪ ବର୍ଷ ମାସିକ ଧର୍ମରେ ପଳାଇ ଯାଇଥାଏ ।
୬. ଯଦି ସମସ୍ତେ ଠିକ୍ ଭାବେ ହାତ ଧୁଅନ୍ତି ତାହାହେଲେ ୧୦ ଲକ୍ଷ ଲୋକଙ୍କ ଜୀବନ ବଂଚିଯିବ ।
୭. ଆମ ମସ୍ତିଷ୍କ ଜୀବନକାଳ ମଧ୍ୟରେ ୧୦ଲକ୍ଷ ଜିବି ଡାଟା ଷ୍ଟୋର କରିଥାଏ ।
୮.ଅଧିକ ନନଭେଜ ଖାଉଥିବା ବ୍ୟକ୍ତି ଜୀବନକାଳ ମଧ୍ୟରେ ୭୦୦୦ ପ୍ରାଣୀଙ୍କୁ ଖାଇଯିବ ।
୯.ଜୀବନକାଳ ମଧ୍ୟରେ ଆମ ଶରୀରର ଚର୍ମ ୯୦୦ ଥର ବଦଳିଥାଏ ।
୧୦.ଜଣେ ବ୍ୟକ୍ତି ତା ଜୀବନକାଳ ମଧ୍ୟରେ ୨ ଲକ୍ଷ ୫୦ ହଜାର ଥର ହାଇ ମାରିଥାଏ ।
BREAKING NEWS
- ତାମିଲନାଡୁରେ ‘ଥାଇମାମନ ଥଙ୍ଗା ମୋତିରମ ଥିଟ୍ଟମ’ ଶୁଭାରମ୍ଭ: ନବଜାତ ଶିଶୁଙ୍କୁ ମିଳିବ ୧ ଗ୍ରାମର ସୁନା ମୁଦି
- MMDR ବିଲ୍କୁ ନେଇ ତେଜିଲା ରାଜନୀତି; ବିଜେଡିକୁ ବିଜେପିର କଡ଼ା ଜବାବ
- Influencer Nidhi Tiwari Suicide: କ’ଣ ଥିଲା ଶେଷ କଥା ?
- Delhi Air Pollution: ନଭେମ୍ବରରୁ ଅଫିସରେ କମିବେ ଲୋକ, ବଢିବ ପାର୍କିଂ ଫି
- ଅପମିଶ୍ରିତ ପନିର କାରବାର;୧୧ ଜଣଙ୍କ ନାଁ ରେ ଏତଲା ଦେଲା KMC
- ଟାଟା ଷ୍ଟିଲ ଫ୍ରେଣ୍ଡସିପ୍ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ: ମିଡିଆ 11 ଟିମ୍ ଚମ୍ପିୟାନ
- ତମାଖୁଜାତ ଦ୍ରବ୍ୟରୁ ରାଜକୋଷକୁ ୭,୩୪୬ କୋଟି ଟଙ୍କା ଆଦାୟ
- ନେପାଳରେ ପୁଣି ଧସିଲା ପାହାଡ, ଭୁଶୁଡିଲା ଘର, ୧୦ ମୃତ
- Mahanadi Water Dispute:ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମହାନଦୀ ବୈଠକ;ଓଡ଼ିଶା ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବୈଠକରେ ଦେବେ ଯୋଗ
- ବଡ଼ମ୍ବାର ପ୍ରସିଦ୍ଧ ଭଟ୍ଟାରିକା ମନ୍ଦିରର ଗର୍ଭଗୃହରେ ପଶିଲା ବନ୍ୟାଜଳ: ରୋଷେଇ ଘରକୁ ସ୍ଥାନାନ୍ତର ହେଲା ଦେବୀଙ୍କ ମୂର୍ତ୍ତି

Comments are closed.