ବରଗଡ଼: ଜେଲରେ ବ୍ୟାପୁଛି କରୋନା । ଓଡ଼ିଶାର ଗୋଟିଏ ପରେ ଗୋଟିଏ ଜେଲରୁ କଏଦୀ ସଂକ୍ରମିତ ହେଉଛନ୍ତି । ବରଗଡ଼ ଜିଲ୍ଲା ପଦ୍ମପୁର ସବ୍-ଜେଲରେ ୮୩ ଜଣ କଏଦୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ପଦ୍ମପୁର ଏସଡିଏମଓ । ସଂକ୍ରମିତଙ୍କୁ ଆଇସୋଲେସନ୍ ଓ୍ୱାର୍ଡରେ ରଖି ଚିକିତ୍ସା କରାଯାଉଛି । ଆବଶ୍ୟକ ପଡ଼ିଲେ ହସ୍ପିଟାଲ ସ୍ଥାନାନ୍ତର କରାଯିବ । ମୋଟ୍ ୧୨୮ କଏଦୀଙ୍କପ ନମୁନା ପରୀକ୍ଷା କରାଯାଇଥିଲା । ପୂର୍ବର ଉଦଳା, ବ୍ରହ୍ମପୁର ଓ କେନ୍ଦୁଝର ଜେଲରୁ ଅନ୍ତେବାସୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
BREAKING NEWS
- Foreigners bypass immigration:ବିମାନବନ୍ଦରରେ ବଡ଼ ଧରଣର ତ୍ରୁଟି;ଇମିଗ୍ରେସନ୍ ପ୍ରକ୍ରିୟାକୁ ଏଡ଼ାଇ ଯାତ୍ରା କଲେ ୩ ଇଟାଲୀୟ ଯାତ୍ରୀ,ମନ୍ତ୍ରଣାଳୟ ଜବାବ ମାଗିଲା
- ଗଣେଶ ପୂଜାରେ ଅଘଟଣା: ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ, ଜଳିପୋଡ଼ି ପାଉଁଶ ହେଲା ସବୁ ସାଜସଜ୍ଜା
- I Am Sorry.. ମୁଁ ଜାଣିନଥିଲି ସେ ଜଣେ ମହିଳା ବାଇକର: ଭୁଲ ମାଗିଲା ମୁଖ୍ୟ ଅଭିଯୁକ୍ତ, ଭାଇରାଲ ହେଉଛି ଭିଡିଓ
- ଝଲସୁଛି ପଶ୍ଚିମ ଓଡ଼ିଶା: ପବିତ୍ର ନୂଆଁଖାଇ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା
- ସଞ୍ଜୁ ସାମସନଙ୍କ ପାଇଁ ଶେଷ ସୁଯୋଗ ? ବେଞ୍ଚରେ ବସିଛନ୍ତି ବୈଭବ
- ହିନ୍ଦୀ କୌଣସି ଭାଷାର ପ୍ରତିଦ୍ୱନ୍ଦୀ ନୁହେଁ: ଦୁନିଆର ସବୁ ଭାଷା ଶିଖ, ହେଲେ ନିଜ ମାତୃଭାଷାକୁ ଭୁଲ ନାହିଁ
- FATF ବୈଠକ ପୂର୍ବରୁ ପାକିସ୍ତାନର ନୂଆ ନାଟକ: ମସୁଦ ଅଜହର ଦେଶରୁ ଫେରାର
- Uranium ore:ମିଳିଲା ୧୧୦ ମିଲିୟନ ଟନ୍ ୟୁରାନିୟମ୍;ପରମାଣୁ ଶକ୍ତି ଉପରେ ଫୋକାସ୍
- ଏସୀୟ କ୍ରୀଡ଼ା,ଏଫ୍ଆଇଜି ୱାର୍ଲ୍ଡ ଚ୍ୟାଲେଞ୍ଜ କପରେ ଭାରତର ପ୍ରତିନିଧିତ୍ୱ କରିବେ ଓଡ଼ିଶାର ୩ ଜିମ୍ନାଷ୍ଟ
- ଫେରିଯିବ ମୌସୁମୀ: ପଶ୍ଚିମ ରାଜସ୍ଥାନର କିଛି ଅଞ୍ଚଳରୁ ଅପସାରଣ ପାଇଁ ପାଗ ଅନୁକୂଳ ସମ୍ଭାବନା

Comments are closed.