Latest Odisha News

BREAKING NEWS

ୟୁଏଇରେ ହେବ ଆଇପିଏଲର ବଳକା ମ୍ୟାଚ !

ନୂଆଦିଲ୍ଲୀ: ଆଇପିଏଲ ୨୦୨୧ ସଂସ୍କରଣର ବଳକା ମ୍ୟାଚ ତକ ୟୁଏଇରେ ହେବ ବୋଲି କେତେକ ନ୍ୟୁଜ ୱେବସାଇଟରେ ଖବର ପ୍ରକାଶ ପାଇଛି । ୧୫ ସେପ୍ଟେମ୍ବରରୁ ୧୫ ଅକ୍ଟୋବର ପର୍ଯ୍ୟନ୍ତ ବଳକା ୩୧ ମ୍ୟାଚ ଏଠାରେ ହେବ । ବିସିସିଆଇ ଇଂଲଣ୍ଡ ଏବଂ ୟୁଏଇରେ ମ୍ୟାଚ କରିବା ନେଇ ଯୋଜନା କରୁଛି । ପୂର୍ବରୁ ୟୁଏଇରେ ଆଇପିଏଲ ସଫଳତାର ସହ ଆୟୋଜନ ହୋଇଥିବାରୁ ବିସିସିଆଇର କେତେକ ବରିଷ୍ଠ ଅଧିକାରୀ ଏହା ସପକ୍ଷରେ ରହିଛନ୍ତି ।

୨୯ ମେରେ ହେବାକୁ ଥିବା ବୋର୍ଡ ବୈଠକରେ ଏହାର ତାରିଖ ଏବଂ ଭେନ୍ୟୁ ଘୋଷଣା କରାଯାଇପାରେ । ବିସିସିଆଇ ସିଇଓ ହେମାଙ୍ଗ ଅମୀନ ପରୋକ୍ଷରେ ଏ ନେଇ ସୂଚନା ଦେଇ ସାରିଛନ୍ତି ।

Comments are closed.