ଭୁବନେଶ୍ୱର: ଚୀନରୁ ଭୁବନେଶ୍ୱର ଆସିଲା ଅକ୍ସିଜେନ ସିଲିଣ୍ଡର । ଏକ ସ୍ୱତନ୍ତ୍ର ବିମାନ ଯୋଗେ ଅକ୍ସିଜେନ୍ ସିଲିଣ୍ଡର ସିଧାସଳଖ ଭୁବନେଶ୍ୱରରେ ଆସି ପହଞ୍ଚିଛି । ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ । ଚୀନରୁ ଅକ୍ସିଜେନ୍ ସିଲିଣ୍ଡର ଆସିବା ଦେଶରେ ପ୍ରଥମ । ଅତି ଶୀଘ୍ର ରାଜ୍ୟର ସବୁ ମେଡିକାଲକୁ ଯୋଗାଇ ଦିଆଯିବ ସିଲିଣ୍ଡର । ଅକ୍ସିଜେନ ଅଭାବରୁ କାହାର ଅସୁବିଧା ନହେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଅସିତ ତ୍ରିପାଠୀ କହିଛନ୍ତି, ଖୁବଶୀଘ୍ର ଚୀନରୁ ଦ୍ୱିତୀୟ ପର୍ଯ୍ୟାୟ ଅକ୍ସିଜେନ୍ ସିଲିଣ୍ଡର ଓଡ଼ିଶାରେ ପହଞ୍ଚିବ ।
A freighter from China landed in bbsr directly carrying oxy cylinders. A first for the country.A step ahead in dev oxy security.Hon CM has directed no patient shall suffer for want of oxygen in Odisha.@IPR_Odisha @CMO_Odisha @
— chairmanwodc (@chairmanwodc) May 30, 2021
Comments are closed.