ଭୁବନେଶ୍ବର : ଜେଲ୍ ବିଭାଗରେ ଅଦଳବଦଳ । ଆଜି ୫ ଜଣଙ୍କୁ ସବ୍ ଆସିଷ୍ଟାଣ୍ଟ ଜେଲର ଭାବେ ନିଯୁକ୍ତ କରାଯାଇଛି । ସୁଦାମ ଚରଣ ନନ୍ଦ ହୋଇଛନ୍ତି ଭୁବନେଶ୍ବର ସ୍ବତନ୍ତ୍ର କାରାଗାରର ସବ ଆସିଷ୍ଟାଣ୍ଟ ଜେଲର । ପୁରୀ କାରାଗାରର ସବ୍ ଆସିଷ୍ଟାଣ୍ଟ ଜେଲର ଭାବେ ନିଯୁକ୍ତ ହୋଇଛନ୍ତି ହୀନା ଗୌଡ଼ । ସେହିପରି ବଳଦେବ ମହାନ୍ତିଙ୍କୁ ସାଲେପୁର ଉପକାରାଗାରର ସବ୍ ଆସିଷ୍ଟାଣ୍ଟ ଜେଲର ଭାବେ ନିଯୁକ୍ତ କରାଯାଇଛି । ବଲାଙ୍ଗିର କାରାଗାରର ସବ୍ ଆସିଷ୍ଟାଣ୍ଟ ଜେଲର ହୋଇଛନ୍ତି ମୌଜିରାମ ମୋହାନ୍ତ । ବାଣପୁର ଉପକାରାଗାରର ସବ୍ ଜେଲର ଭାବେ ରମେଶ କୁମାର ସେଠୀଙ୍କ ନିଯୁକ୍ତ କରାଯାଇଛି ।
BREAKING NEWS
- Odisha Parab: ବାରଣାସୀରେ ‘ଓଡ଼ିଶା ପରବ’: ପାରମ୍ପରିକ ଲୋକକଳା, ହସ୍ତଶିଳ୍ପ ଓ ଓଡିଆ ସ୍ୱାଦରେ ଝଲସୁଛି ଓଡିଶା ସଂସ୍କୃତି
- ଢାବା ଉପରେ ଚଢ଼ାଉ, ପୋଲିସକୁ ଗାଳିଗୁଲଜ: ବିଜେପି ଯୁବ ନେତା ବି. ସୋମନାଥ ପାତ୍ରଙ୍କୁ ଗିରଫ କଲା ଗୋପାଳପୁର ପୋଲିସ
- ଅପରାଧ ପ୍ରମାଣିତ ନହେବା ଯାଏଁ ଚାକିରିରୁ କାଢ଼ିପାରିବେନି ସରକାର: ସୁପ୍ରିମକୋର୍ଟ
- ପରୀକ୍ଷାରେ ତ୍ରୁଟିକୁ ବରଦାସ୍ତ କଲାନି ଏନଟିଏ, ପରିଚାଳନା ଦାୟିତ୍ୱରେ ଥିବା ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ୍
- ପୁରୁଷ ହକି ବିଶ୍ୱକପ୍ ୨୦୨୬: ଭାରତୀୟ ଦଳର ନୈରାଶ୍ୟଜନକ ପ୍ରଦର୍ଶନ, ନେଦରଲ୍ୟାଣ୍ଡ୍ସଠାରୁ ନିକଟରୁ ଶୋଚନୀୟ ପରାଜୟ
- Kotia map:ଗୁଗୁଲ୍ ମ୍ୟାପ୍ରେ କୋଟିଆର ଭୁଲ୍ ସୀମା;ସଂଶୋଧନ ପାଇଁ ସରକାରୀ ପ୍ରକ୍ରିୟା ଆରମ୍ଭ
- ଲୁହାପଥର ନେଇ ଓଡ଼ିଶାରୁ ସିଙ୍ଗାପୁର ଯାଉଥିବା ଜାହାଜ ବୁଡ଼ିଲା: ୨୪ କ୍ରୁ ସଦସ୍ୟଙ୍କ ଜୀବନ ରକ୍ଷା ପାଇଁ ଉଦ୍ଧାର କାର୍ଯ୍ୟ ଜୋରଦାର
- କର୍ତ୍ତବ୍ୟରତ କର୍ମଚାରୀଙ୍କୁ ଆକ୍ରମଣ ଘଟଣାରେ ଟିପିଏସ୍ଓଡିଏଲର ଦୃଢ କାର୍ଯ୍ୟାନୁଷ୍ଠାନ
- ଘୋଷଣା ହେଲା ଜାତୀୟ ଶିକ୍ଷକ ପୁରସ୍କାର ୨୦୨୬, ଜାଣନ୍ତୁ ଓଡ଼ିଶାରୁ କିଏ ପାଇବେ…
- ଛାତ ଉପରେ ଥିବା ପୁରୁଣା ଡିସ୍ ଛତା ଆସିବ କାମରେ! ମାଗଣା ଚ୍ୟାନେଲ୍ ଦେଖିବା ପାଇଁ ଏମିତି କରନ୍ତୁ ବ୍ୟବହାର

Comments are closed.