ଲକ୍ଷ୍ନୌ:ଦିଲ୍ଲୀରେ ଆୟୋଜିତ ଆରଏସଏସ ମାନସ ମନ୍ଥନରେ କେତେଗୁଡିଏ ଦିଗ ପ୍ରତି ଆଲୋକପାତ କରାଯାଇଛି । ସଂଘଚାଳକ ମୋହନ ଭାଗବତ ଏବଂ ଦତାତ୍ରେୟ ହୋସବାଲେଙ୍କ ଉପସ୍ଥିତିରେ ବିଭିନ୍ନ ଦିଗ ଉପରେ ଆଲୋକପାତ କରାଯାଇଥିଲା । ଆଗାମୀ ବିଧାନସଭା ନିର୍ବାଚଗୁଡିକରେ ନରେନ୍ଦ୍ର ମୋଦିଙ୍କୁ ଚେହେରା ଭାବେ ବିଶେଷ ବ୍ୟବହାର କରାଯିବନି । ଏହି ବୈଠକର ଅନ୍ୟ ନିଷ୍ପତିଗୁଡିକ ହେଲା-
୧. ୟୁପି ସମେତ ଆଗାମୀ ୫ ରାଜ୍ୟ ନିର୍ବାଚନରେ ନରେନ୍ଦ୍ର ମୋଦିଙ୍କୁ ଚେହେରା ଭାବେ ବ୍ୟବହାର କରାଯିବନି । ରାଜ୍ୟର ନେତାଙ୍କୁ ପ୍ରାଥମିକତା ଦିଆଯିବ ।
୨. ପଶ୍ଚିମବଙ୍ଗ, ଦିଲ୍ଲୀ ଓ ବିହାରରେ ନରେନ୍ଦ୍ର ମୋଦିଙ୍କୁ ଆଗକୁ ଆଣିବା ଦ୍ୱାରା ବିଜେପି ଏବଂ ପ୍ରଧାନମନ୍ତ୍ରୀଙ୍କ ଇମେଜ ଖରାପ ହୋଇଥିଲା ।
୩.ୟୁପିରେ ମୁସଲମାନ ଭୋଟରଙ୍କୁ ହାତେଇବା ପାଇଁ ଯୋଗୀ ଆଦିତ୍ୟନାଥଙ୍କ ରଣନୀତିକୁ ଗୁରୁତ୍ୱ ଦିଆଯିବ । ମୁସଲିମ୍ ନେତାଙ୍କୁ ଟିକେଟ ମିଳିବ ।
୪. ଆରଏସଏସ ପ୍ରମୁଖ ନେତା ଲକ୍ଷ୍ନୌରେ ରହିବେ ।
୫. ନରେନ୍ଦ୍ର ମୋଦିଙ୍କ ଛବିକୁ ଆହୁରି ମଜଭୁତ କରାଯିବ ।
BREAKING NEWS
- Men’s Hockey India League 2026: ଘରୋଇ ଗ୍ରାଉଣ୍ଡରେ କଳିଙ୍ଗ ଲାନସର୍ସର ବୃହତ ବିଜୟ, ଟପ୍ -୪ରେ ସ୍ଥାନ କଲା ପକ୍କା
- Mahanadi Water Dispute: ଛତିଶଗଡ଼ ଯିବେ ରାଜ୍ୟ ସରକାରଙ୍କ ମହାନଦୀ କମିଟି
- Cross-Border Arms Terror Module: ପାକିସ୍ତାନରୁ ପଠାଯାଇଥିବା ବିପୁଳ ଅସ୍ତ୍ରଶସ୍ତ୍ର ଉଦ୍ଧାର;କ୍ଷେତରେ ଲୁଚାଯାଇଥିଲା…
- ସସପେନ୍ସ ଭିତରେ ସସପେଣ୍ଡ୍…ହେଲେ କଳି ଗଲାଣି ବଳି
- Brown sugar Seized; ଚାଲିଥିଲା ବ୍ରାଉନସୁଗାର ଡିଲ୍; ମାଡ଼ି ବସିଲା ପୋଲିସ, ୨ ଗିରଫ
- ଇନ୍ଦୋରରେ ବ୍ୟାଟ୍ସମ୍ୟାନଙ୍କ ଭୂସ୍ୱର୍ଗରେ ଟିମ ଇଣ୍ଡିଆ ପଲା ଭାରୀ
- Phulbani Accident: ଦୁର୍ଘଟଣାରେ ଜଳିଗଲା ଅଟୋ-କାର୍;ଜଣେ ଜୀବନ୍ତ ଦଗ୍ଧ,ଗୁରୁତର ମେଡିକାଲ୍ରେ …
- ଖଣ୍ଡଗିରି ମେଳା ପାଇଁ ସ୍ବତନ୍ତ୍ର ପ୍ରସ୍ତୁତି; ଲାଗିବ ୧୦୦ ସିସିଟିଭି, ରହିବ ବ୍ୟାପକ ପୋଲିସ ବ୍ୟବସ୍ଥା
- ମ୍ୟାଚ ଜିତାଇବ ବୋଲି କହି ଫସିଲେ ତାନ୍ତ୍ରିକ: ଟିମ ହାରିଲା ଦେଲେ ୩୬ ଲକ୍ଷ
- ଶିବ ମନ୍ଦିର ଭିତରୁ ପୂଜକଙ୍କ ମୃତଦେହ ଉଦ୍ଧାର
Comments are closed.